ଜୋତାରେ ପାଣି ପିଇ ଶୋ ଆରମ୍ଭ କଲେ ଷ୍ଟେଜ୍ ଆର୍ଟିଷ୍ଟ ହ୍ୟାରି ଷ୍ଟାଇଲ୍ସ
ହଲିଉଡ଼ର କଣ୍ଠଶିଳ୍ପୀ ତଥା କଥାକାର ହ୍ୟାରି ଷ୍ଟାଇଲ୍ସ ଏବେ ଚର୍ଚ୍ଚାରେ ଅଛନ୍ତି । ଅଷ୍ଟ୍ରେଲିଆର ପର୍ଥରେ ଆୟୋଜିତ ଏକ ଷ୍ଟେଜ୍ ଶୋ’ରେ ପରଫର୍ମ କରୁଥିବା ବେଳେ ନିଜ ଜୋତାରେ ପାଣି ପିଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି କାରନାମାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…