Latest Odisha News

BREAKING NEWS

ଅସ୍ତ୍ରୋପଚାର କରି ବିଶ୍ୱ ରେକର୍ଡ଼ କଲେ, ହେଲେ ଚେହେରା ଦେଖି ଲୋକେ ଭୟ କରୁଛନ୍ତି

ନିଜକୁ ସୁନ୍ଦର କରିବା ପାଇଁ ଆଗ୍ରହ ସହ ସେ ଉଦ୍ୟମ ଆରମ୍ଭ କଲେ । ଏଥିପାଇଁ ଏକାଧିକବାର ତାଙ୍କୁ ଶରୀରରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା । ତାହାସହିତ ପାଣି ପରି ପଇସା ବି ଖର୍ଚ୍ଚ କଲେ । ହେଲେ ଫଳ ହେଲା ଓଲଟା । ଏବେ ତାଙ୍କ ଶରୀର ଏମିତି ଆକୃତି ହୋଇଯାଇଛି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ…

କେବଳ ନଡ଼ିଆ ପାଣି ପିଇ ବି ନିରୋଗ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଅଛି । ଏକଥା ଆମେ ସମସ୍ତେ ଜାଣନ୍ତି । ଡ଼ାକ୍ତରମାନେ ମଧ୍ୟ ସମାନ ମତ ରଖନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ୨୪ ବର୍ଷ ହେଲା କୌଣସି ଖାଦ୍ୟ ନ ଖାଇ ସୁସ୍ଥ ଓ ନିରୋଗ ଅଛନ୍ତି । ଖାଦ୍ୟ କହିଲେ ସେ କେବଳ ନଡ଼ିଆ ପାଣି ଓ…

ବିଗ୍ ବସ୍ ଜିତିବା ପରେ ଷ୍ଟାନଙ୍କ ବଢ଼ିଲା ଚାହିଦା, ଶାହାରୁଖଙ୍କ ରେକର୍ଡକୁ ବି ଭାଙ୍ଗିଲେ

ମୁମ୍ବାଇ: ରିୟଲିଟି ସୋ’ ବିଗ୍‌ବସ ସିଜିନ୍ ୧୬ର ବିଜେତା ହେବା ପରେ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖ୍‌ଙ୍କ ଚାହିଦା ବଢିବାରେ ଲାଗିଛି । ବିଗ୍ ବସ୍‌ରେ ବେଶୀ ସକ୍ରିୟ ନ ରହି ବି ଷ୍ଟାନ୍ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇନଷ୍ଟାଗ୍ରାମରେ ଥିବା ତାଙ୍କର ୭୦ଲକ୍ଷ ଫଲୋୱର୍ସଙ୍କ…

‘ପୁଷ୍ପା ୨’ର ଆଇଟମ୍ ଗୀତ କରିବାକୁ ରୋକଠୋକ୍ ମନା କଲେ ସାମନ୍ଥା

ମୁମ୍ବାଇ: ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଫିଲ୍ମର ‘ଉଃ ଅଣ୍ଟବା’ ଗୀତ ହିଟ୍ ହୋଇଥିଲା । ଏହି ଗୀତକୁ ଲୋକେ ଅଧିକମାତ୍ରାରେ ପସନ୍ଦ କରିଥିଲେ । ଏଥିରେ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଙ୍ଗଭଙ୍ଗୀ ଦର୍ଶକଙ୍କ ମନକୁ ବି ଛୁଇଁଥିଲା । ନିଜର ପ୍ରଥମ ଆଇଟମ୍ ଗୀତରେ ସାମନ୍ଥା ଏତେ…

ଦେହରେ ଆର୍ଟ ଗ୍ୟାଲେରି, ୨ ହଜାର ଘଣ୍ଟା ଚେୟାରରେ ବସି ଟାଟୁ କଲେ ବୃଦ୍ଧ ଦମ୍ପତ୍ତି

କଥାରେ ଅଛି ଭଗବାନ ସମସ୍ତଙ୍କ ଚେହେରା ବନାଇଥାନ୍ତି । କାହାକୁ ଗୋରା କରିଥିବା ବେଳେ କାହାକୁ କଳା କରିଥାନ୍ତି । ଏମିତି କି କାହାକୁ ସୁନ୍ଦର କରିଥିବା ବେଳେ କାହାକୁ ମଧ୍ୟ ଅସୁନ୍ଦର କରିଥାନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ ଭଗବାନଙ୍କ ସୃଷ୍ଟିକୁ ପସନ୍ଦ କରନ୍ତି ନାହିଁ ।…

ଛାତ୍ରଙ୍କ କମାଲ: ତିଆରି କଲେ ହାଇଟେକ୍ କୋଟ୍‌, ପିନ୍ଧିଲେ ହୋଇଯିବେ ଅଦୃଶ୍ୟ

ହିନ୍ଦି ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ଅଭିନେତା ଅନୀଲ କପୁର ଏକ ଘଣ୍ଟା ପିନ୍ଧିବା ପରେ ଅଦୃଶ୍ୟ ହୋଇଯାଉଥିବା କାହାଣୀ ସିନେପ୍ରେମୀ ନିଶ୍ଚୟ ଦେଖିଥିବେ । ଏଇଟା ରିଲ୍ ଲାଇଫର କଥା । କିନ୍ତୁ ରିଅଲ ଲାଇଫରେ ଏଭଳି ଘଟଣା ଘଟିପାରେ ତାହା ସମସ୍ତଙ୍କ କଳ୍ପନା ବାହାରେ ନିଶ୍ଚୟ । ଚୀନ୍‌ର କିଛି ଛାତ୍ର…

ଅଭିନେତ୍ରୀ ନତାଶାଙ୍କ ବ୍ରାଇଡାଲ ଗାଉନ୍‌ରେ ଲାଗିଥିଲା ମୂଲ୍ୟମାନ ପଥର ଓ ପ୍ରିଷ୍ଟାଇନ ମୋତି

ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାଲେଣ୍ଟାଇନ୍ସ୍ ଡେ’ରେ ପୁଣିଥରେ ବିବାହ କରି ଚର୍ଚ୍ଚାରେ ଅଛନ୍ତିି । ରାଜସ୍ଥାନ ଉଦୟପୁରରେ ଖ୍ରୀଷ୍ଟିୟାନ ରୀତିନୀତିରେ ଉଭୟଙ୍କ ବିବାହ ଧୁମ୍‌ଧାମରେ ଆୟୋଜିତ ହୋଇଥିଲା । ନତାଶା ୧୫ ଫୁଟ ଲମ୍ବା ଧଳା ରଙ୍ଗର…

ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସକୁ ନେଇ ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’

ଭୁବନେଶ୍ୱର : ଚିରାଚରିତ ପ୍ରେମ କାହାଣୀଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଫିଲ୍ମ ‘ବନ୍ଦିନୀ’ । ଏସପିପି ପ୍ରଡକ୍‌ଶନ୍ ହାଉସ୍‌ରେ ନିର୍ମିତ ଏହି ଫିଲ୍ମରେ ଅଭିନେତା ମଣ୍ଟୁ ନାୟକ ଥିବା ବେଳେ ନାୟିକା ରିୟା ଅଛନ୍ତି । କ୍ଷୀରୋଦ ପଟ୍ଟନାୟକ…

ଫିଲ୍ମ ପ୍ରମୋସନ ପାଇଁ ମେଟ୍ରୋ ଟ୍ରେନ୍‌ରେ ଅକ୍ଷୟ ଓ ଇମ୍ରାନ୍ ହାସ୍‌ମୀ

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାର ଏବଂ ଇମ୍ରାନ୍ ହାସ୍‌ମୀ ସେମାନଙ୍କର ଆଗାମୀ ଫିଲ୍ମ ‘ସେଲଫି' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଫେବୃଆରୀ ୨୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ସେଲଫି' । ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି ।…

ପତି ୨୯କୁ ପତ୍ନୀ ୨୩ : ବୟସ ନୁହେଁ, ଉଭୟ ଏତେଥର କରିଛନ୍ତି ବିବାହ

ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ତଥାପି ଆଜିକାଲି ଅଧିକାଂଶ ଲୋକେ ଏକାଧିକ ଥର ବିବାହ କରିଥିବା ଘଟଣା ନଜରକୁ ଆସେ । ଏମିତି ଜଣେ ଦମ୍ପତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ସେମାନଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚିତ । ଚର୍ଚ୍ଚାର କାରଣ…