Latest Odisha News

BREAKING NEWS

ବିବାହ ସାର୍ଟିଫିକେଟ ଟାଟୁ କରି ପତ୍ନୀଙ୍କୁ ସରପ୍ରାଇଜ୍ ଗିଫ୍ଟ

ଫେବୃଆରୀ ୧୪ ତାରିଖରେ ପ୍ରେମୀଯୁଗଳ ଧୁମ୍‌ଧାମରେ ଭାଲେଣ୍ଟାଇନ୍ ଡ଼େ ପାଳନ କରିଛନ୍ତି । ଉଭୟ ଉଭୟଙ୍କୁ ଦାମି ଉପହାର ମଧ୍ୟ ଦେଇଛନ୍ତି । ହେଲେ ଏହି ଦିବସରେ ଏମିତି ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଅଜବ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯୁବକ ଜଣକ କ’ଣ ଉପହାର ଦେଇଥିଲେ ଜାଣିଲେ ନିଶ୍ଚୟ…

ଟିଭିରେ ଘର ପାଚେରି

ଘର ପାଚେରି ଇଟା ଏବଂ ପଥରରେ ତିଆରି କରାଯାଇଥିବା ଦେଖିଥିବେ । କିନ୍ତୁ ଭିଏତନାମ ଦ୍ୱୀପରେ ହନ୍ ଥମ୍ ନାମକ ଏକ ଘର ଅଛି, ଯାହାର ପାଚେରି ସେହି ବାଟ ଦେଇ ଯାଉଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଆପଣ ଭାବୁଥିବେ ଯେ, ବୋଧହୁଏ କାନ୍ଥଗୁଡ଼ିକରେ କିଛି ଅଜବ ଚିତ୍ରକଳା ଥାଇପାରେ । କିନ୍ତୁ ସେପରି…

ଅଜବ ସଉକ: ନିଜ ଚେହେରାକୁ ଦେଲେ ଝଟିପିଟି ରୂପ

ନିଜ ସଉକକୁ ନେଇ କିଛି ନୂଆ କରିବାର ଅଜବ ନିଶା ଅନେକଙ୍କ ପାଖରେ ଥାଏ । କିନ୍ତୁ ନିଜ ଚେହେରାରେ ପ୍ରିୟ ପଶୁପକ୍ଷୀଙ୍କ ରୂପ ଦେବାକୁ ଯାଇ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ଚେହେରା ବଦଳାଇବା ନିଶା କ୍ୱଚିତ୍ ଲୋକଙ୍କ ପାଖରେ ଥାଏ । ଏମିତି ଅଜବ ସଉକ ରଖୁଥିବା ବ୍ୟକ୍ତି ହେଉଛନ୍ତି ଏରିକ୍ ସ୍ପ୍ରେଗ୍ ।…

ଆସୁଛି ନୂଆ ଓଡିଆ ଫିଲ୍ମ ‘ଅପରେସନ ଅପହରଣ’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ"ଅପରେସନ ଅପହରଣ’ । ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗରେ ନିର୍ମିର୍ତ ହେଉଛି ଏହି ଫିଲ୍ମ । ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ…

“ବିନ୍ ବ୍ୟାଗ୍‌’ ଆକୃତିର ଡ଼୍ରେସ ପ୍ରତି ବଢୁଛି ଆଦର

ଫେଶନ ଡ଼ିଜାଇନ୍ ଇଣ୍ଡଷ୍ଟ୍ରିର ପରିସର ଖୁବ୍ ଲମ୍ବା । କେବଳ ଗୋଟେ ନିର୍ଦ୍ଦିଷ୍ଟ ଦେଶ ବା ଅଂଚଳ ଭିତରେ ଏହାର ପରିଧି ସୀମିତ ନୁହେଁ । ପୃଥିବୀର ଗୋଟେ ପ୍ରାନ୍ତରେ ତିଆରି ହେଉଥିବା ଡ଼ିଜାଇନର ଡ଼୍ରେସକୁ ନେଇ ଅନେକ ସମୟରେ ସାରା ବିଶ୍ୱରେ ବି ଚର୍ଚ୍ଚା ଆରମ୍ଭ ହୋଇଥାଏ । ଏଇ ଯେମିତି ଜାପାନର ଫେଶନ…

ସାର୍କ ମାଛ ମୁହଁ ଆକୃତିର ଟଏଲେଟ୍ ବେସିନ୍‌

ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଯାହା ଜରିଆରେ ବିଶ୍ୱର କୋଣ ଅନୁକୋଣର ବହୁତ ଅଜବ ଗଜବ ଖବର ଓ ଆଶ୍ଚର୍ଯ୍ୟନଜକ ଜିନିଷ ସବୁ ଦେଖିବାକୁ ମିଳିଥାଏ । ଏଇ ଯେମିତି ଭୟଙ୍କର ଶିକାରୀ ସାର୍କ ମାଛର ମୁହଁ ଆକୃତିର ଟଏଲେଟ୍ ବେସିନ୍ । ଯାହାକୁ ଏବେ ସୋସିଆଲ ମିଡ଼ିଆରେ ଅସଂଖ୍ୟ ଲାଇକ୍ ମିଳୁଛି । ଏହାକୁ…

‘ଏନ୍‌ଟିଆର ୩୦’ରେ ନଜରକୁ ଆସିବେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଲିଅଳି ଝିଅ ଜାହ୍ନବୀ କପୁର ଏବେ ଟଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଥିବା ଜାହ୍ନବୀ ଖୁବ୍‌ଶୀଘ୍ର ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍‌ଟିଆରଙ୍କ ସହ ନଜରକୁ ଆସିବେ । ଫିଲ୍ମର ଟାଇଟେଲ୍ ରହିଛି…

ପାଣି ଭିତରେ ଚୁମ୍ବନ ଦେଇ ୱାର୍ଲ୍ଡ ରେକର୍ଡ଼

ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ । ଭାଲେଣ୍ଟାଇନ୍ ଡ଼େ ଅବସରରେ କାନାଡ଼ାର ଏକ ଦମ୍ପତତ୍ତି ପାଣି ଭିତରେ ଲମ୍ବା ସମୟ ଧରି ଚୁମ୍ବନ ଦେଇ ଗିନିଜ ୱାର୍ଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି । କାନାଡାର ମାଇଲସ୍ କ୍ଲାଉଟିଅର୍ ଏବଂ ତାଙ୍କ ସ୍ତ୍ରୀ…

ରାତିରେ ଜଳୁଥିବା ଛତୁକୁ ଟର୍ଚ୍ଚ ଭାବେ ବ୍ୟବହାର କରନ୍ତି ଗ୍ରାମବାସୀ

ଦୁନିଆରେ ବିଭିନ୍ନ ପ୍ରକାରର ଛତୁ ରହିଛି । କାହାର ରଙ୍ଗ ଧଳା କିମ୍ବା ଧୂସର ହୋଇଥିବା ବେଳେ ଆଉ କେତେକ ରଙ୍ଗିନ୍ ମଧ୍ୟ ହୋଇଥାଏ । ଆମେ କେତେକ ଛତୁକୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା ବେଳେ ଆଉ କିଛି ବିଷାକ୍ତ ମଧ୍ୟ ହୋଇଥାଏ । କିନ୍ତୁ ଦୁନିଆରେ ଏମିତି ଏକ ପ୍ରଜାତିର ଛତୁ ଅଛି, ଯାହା ରାତିର…

ବରକୁ ସିଗାରେଟ୍ ପିଆଇ ସ୍ୱାଗତ କଲେ ଶାଶୁ ଶ୍ୱଶୁର

ବିଭିନ୍ନ ସମ୍ପ୍ରଦାୟରେ ବିବାହ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । କେଉଁଠି ବିବାହ ସମୟରେ ବରକୁ ପୂଜାର୍ଚ୍ଚନା କରି ସ୍ୱାଗତ କରାଯାଉଥିବା ବେଳେ ଆଉ କେଉଁଠି ମିଠା ଖୁଆଇ ସ୍ୱାଗତ କରାଯାଇଥାଏ । କିନ୍ତୁ ବରକୁ ସିଗାରେଟ୍ ପିଆଇ ସ୍ୱାଗତ କରିବା କେବେ ଜାଣିଛନ୍ତି କି ? ତାହା ପୁଣି ସିଗାରେଟ୍…