ଅଜୟ-କାଜୋଲଙ୍କ ପ୍ରେମ କାହାଣୀ ରିଲ୍ଠାରୁ ବି କମ୍ ନୁହେଁ
ମୁମ୍ବାଇ: ଆକ୍ଟର ଯୋଡ଼ି ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ କାଜୋଲ ବଲିଉଡ଼ରେ ପାୱାର କପଲ ଭାବେ ବେଶ୍ ଜଣାଶୁଣା । ଏହି ଯୋଡ଼ିକୁ ଦର୍ଶକ ଅନ୍ସ୍କ୍ରିନ୍ ଓ ଅଫ୍ସ୍କ୍ରିନ୍ରେ ବି ବହୁତ ପସନ୍ଦ କରନ୍ତି । କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କର ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର…