ଶାଶୁ-ବୋହୁର ନୂଆ କାହାଣୀକୁ ନେଇ ଆସୁଛି ନୂଆ ଫିଲ୍ମ ‘କନ୍ୟାଦାନ’
ଭୁବନେଶ୍ୱର: ସାଧାରଣତଃ ଅନେକ ଫିଲ୍ମରେ ଶାଶୁ- ବୋହୂଙ୍କର ଝଗଡ଼ାକୁ ନେଇ କାହାଣୀ ଦେଖିବାକୁ ମିଳେ । କିନ୍ତୁ ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଜୀ ସାର୍ଥକ ଫିଲ୍ମସର ନୂଆ ମୁଭିି ଯେଉଁଥିରେ ଶାଶୁ-ବୋହୁ ଭିତରେ ଝଗଡ଼ା ନାହିଁ । ବରଂ କାହାଣୀ ଅନୁସାରେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ…