କୋରାପୁଟ: ଦୀର୍ଘ ୩ ବର୍ଷ ପରେ କୋରାପୁଟରେ ବିଦେଶୀ ପର୍ଯ୍ୟଟକ । କରୋନା କଟକଣା ଯୋଗୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଦେଖିବାକୁ ମିଳୁ ନ ଥିଲା । କରୋନା କଟକଣା କୋହଳ ହେବାର ତିନି ବର୍ଷ ପରେ କୋରାପୁଟ ଜିଲ୍ଲାର ଅନ୍କାଡେଲି ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି । ସେମାନେ ହାଟରେ ବୁଲିବା ସହିତ ବିଭିନ୍ନ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି । ବିଦେଶୀ ପର୍ଯ୍ୟଟନଙ୍କୁ ଦେଖି ଆଦିବାସୀମାନେ ବେଶ୍ ଉତ୍ସାହିତ ଅଛନ୍ତି ।
BREAKING NEWS
- ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି…
- ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ସରକାର, ମିଳିବ ୭୮ ଦିନର ବୋନସ
- ଓଡିଶା ଟେନିସ୍ ଆସୋସିଆନ ଆୟୋଜିତ ଟୁର୍ଣ୍ଣାମେଂଟ ଉଦଯାପିତ
- Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର
- ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…
- India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍ କବଚ ପରୀକ୍ଷା ସଫଳ
- କିମ୍ସରେ ସଫଳ କର୍ନିଆ ପ୍ରତିରୋପଣ
- ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍ଙ୍କ ନୂଆ ଗବେଷଣା
- ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବିଜୁ ଛାତ୍ର ଜନତା ଦଳ; ନିର୍ବାଚନରେ କଲେଜ କର୍ମଚାରୀଙ୍କ ହସ୍ତକ୍ଷେପ…
- Influencer’s Nightmare Experience: ପହଂଚିଲା ଦାମୀ ପାର୍ସଲ, ଛାଡିଲେ ଘର

Comments are closed.