ସ୍ୱାମୀଙ୍କ ମୃତ୍ୟୁ ପରେ ଆଦିତ୍ୟଙ୍କ ପ୍ରେମରେ ମନ୍ଦିରା, ରୋମାଣ୍ଟିକ୍ ପୋଜ୍ରେ ନଜର ଆସିଲେ
ମୁମ୍ବାଇ: ଅଭିନେତ୍ରୀ ତଥା ଟିଭି ଉପସ୍ଥାପିକା ମନ୍ଦିରା ବେଦୀ ଏବେ ଖୁବ ଚର୍ଚ୍ଚାରେ । ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ପରେ ଏବେ ସେ ଆଦିତ୍ୟ ମୋଟୱାନୀଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟଙ୍କ କିଛି ରୋମାଣ୍ଟିକ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ…