Latest Odisha News

BREAKING NEWS

ଅନନ୍ୟ ମନ୍ଦିର: ଯେଉଁଠି ପୂଜା ପାଉଛନ୍ତି ଦୁଇ ଆତ୍ମା, କରୁଛନ୍ତି ଲୋକଙ୍କ ମାନସିକ ପୂରଣ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ମାନିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ପ୍ରାଚୀନ ମନ୍ଦିର ରହିିଛି । ବର୍ତ୍ତମାନ ଏହି ମନ୍ଦିର ଲୋକଙ୍କ ପାଇଁ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେ ପ୍ରସିଦ୍ଧ ନାଉକା ବାବାଙ୍କ ମନ୍ଦିର ବିଷୟରେ କହୁଛୁ । ଭକ୍ତମାନେ ଏଠାରେ ଯାହା ମାନସିକ…

ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବି ରଜନୀ ସାରଙ୍କ କ୍ରେଜ୍ କମିବ ନାହିଁ; ଏଭଳି କିଛି କହିଲେ ବିଜୟ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଯାଇଛି । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏଭଳି ସ୍ଥିତିରେ ସାଉଥ ସୁପରଷ୍ଟାର…

ଚନ୍ଦ୍ରଯାନ-୩ର ମଜାକ ଉଡାଇବା ପ୍ରକାଶଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖ ଉପରେ ସମସ୍ତଙ୍କ ନଜର । କାରଣ ସେଦିନ ବିଶ୍ୱ ମହାକାଶ ଗବେଷଣା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ଭାରତ । ଚନ୍ଦ୍ରଯାନ ୩ର ସପ୍ଟ ଲ୍ୟାଣ୍ଡିଂ ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ସମୟରେ ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ୍ ଚନ୍ଦ୍ରଯାନ-୩କୁ ନେଇ…

ନିଆରା ପରମ୍ପରା: କନ୍ୟା ହସିବା ପର୍ଯ୍ୟନ୍ତ ତାଙ୍କ ଉପରେ ବର ପକାନ୍ତି ବିଡ଼ା ବିଡ଼ା ନୋଟ

ନାଇଜେରିଆ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । ଏହି ପରମ୍ପରାକୁ ପିଢି ପରେ ପିଢି ମାନି ଆସିଥାନ୍ତି । କିନ୍ତୁ ନାଇଜେରିଆରେ ଆୟୋଜିତ ଏକ ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ନିଆରା ପରମ୍ପରା ରହିଛି,…

‘ଗଦର ୩’କୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ଫିଲ୍ମ ଗଦର-୨କୁ ନେଇ ବଲିଉଡର ନାୟିକା ଅମିଶା ପଟେଲ ଏବେ ଖୁବ୍ ଚର୍ଚ୍ଚାରୋ ଅଭିନେତା ସନ୍ନି ଦେୱଲ ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା ମଚାଉଛି । ଫିଲ୍ମଟି ଏତେ ସଫଳତା ପାଇବ ବୋଲି ପ୍ରଯୋଜନା ସଂସ୍ଥା ବି ଆଶା କରି ନ ଥିଲା । କେବଳ ଆମ ଦେଶରେ ନୁହେଁ ବିଦେଶରେ ବି…

ଫ୍ରେଞ୍ଚ ରୋଲ୍‌ରେ ତିଆରି ପୋଷାକ ପରିଧାନ କଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ସେ ଠିକ୍ ଭାବନ୍ତି, ତାହା ହିଁ କରିଥାନ୍ତି । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ…

ଭେଜିଟେବଲ ମ୍ୟାନ, ଯିଏ ୩୦ ବର୍ଷ ଧରି ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ: ବାସ୍ତବରେ ତାଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ । କାରଣ ନିଜ ଉଦ୍ୟମ ଯୋଗୁ ସେ ପରିଚିତି ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରି ଆସୁଛନ୍ତି । ଏହା ହେଉଛି ଉତ୍ତରପ୍ରଦେଶ ଲକ୍ଷେ୍ନା÷ର ଭେଜିଟେବଲ ମ୍ୟାନ ଭାବେ ପରିଚିତ ବିନୋଦ କୁମାର ପାଣ୍ଡେଙ୍କ କାହାଣୀ ।…

କନିଆ ମୁହଁରେ କେକ୍ ବୋଳିବା ମହଙ୍ଗା ପଡ଼ିଲା: ବିବାହର ଦିନକ ପରେ ବରକୁ ମିଳିଲା ଛାଡ଼ପତ୍ର ନୋଟିସ

କୁହାଯାଏ, ବିବାହ ହେଉଛି ଜନ୍ମ ଜନ୍ମାନ୍ତରର ବନ୍ଧନ । ସାରାଜୀବନ ଦୁଃଖସୁଖରେ ସାଥୀ ହେବା ପାଇଁ ଶପଥ ନିଅନ୍ତି । କିନ୍ତୁ ବେଳେବେଳେ ଏହି ବନ୍ଧନ ଗୋଟିଏ ଦିନରେ ହିଁ ଭାଙ୍ଗିଯାଇଥାଏ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବର ଖୁସିରେ କନ୍ୟାର ମୁହଁରେ କେକ୍ ଲଗାଇ ଦେବାରୁ ତାଙ୍କୁ…

ପଥରରେ ପ୍ରସ୍ତୁତ ଖାଦ୍ୟର ବେଶ୍ ଚାହିଦା

ଚୀନ: ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚାଇନିଜ୍ ଖାଦ୍ୟ ଖାଇଥିବେ । ଯେପରି- ଚାଉମେନ୍‌, ରୋଲ,ଚିକେନ ପକୋଡ଼ା, ମଞ୍ଚୁରିଆନ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ଇତ୍ୟାଦି । କିନ୍ତୁ ଆପଣ ସେହି ଚାଇନିଜ୍ ଖାଦ୍ୟ ବିଷୟରେ ଜାଣିଛନ୍ତି, ଯାହା ପଥରରେ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ…

ସଜ୍ଜେଇ ହେଲା ଝିଟିପିଟି: ଭିଡ଼ିଓ ଭାଇରାଲ

ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି । ସେଥି ମଧ୍ୟରୁ ଏମିତି କିଛି ଜୀବ ଅଛନ୍ତି, ଯାହାକୁ ଆମେ ଭୟ କରିବା ସହ ଘୃଣା କରିଥାନ୍ତି । ସେଥିମଧ୍ୟରେ ଝିଟିପିଟି ଅନ୍ୟତମ । ଯଦି ଭୁଲରେ କେବେ ଝିଟିପିଟି କାହାରି ସାମ୍ନାକୁ ଆସିଯାନ୍ତି, ଲୋକେ ତାକୁ ଦେଖି ଡ଼େଇଁପଡ଼ିବା ସହ ଦୂରେଇ ଯାଆନ୍ତି । ଏହି…