Latest Odisha News

ରୋହିତଙ୍କୁ ମୋଟା କହିଲେ କଂଗ୍ରେସ ନେତ୍ରୀ, ବିରୋଧ କଲେ ପାକିସ୍ତାନ ସାମ୍ୱାଦିକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୁ ମୋଟା କହି ଅଡୁଆରେ ପଡ଼ିଲେ କଂଗ୍ରେସ ନେତ୍ରୀ ଡା. ସମା ମୋହମ୍ମଦ। ତାଙ୍କର ଏ ପ୍ରକାର ବାୟନକୁ କ୍ରିକେଟ ପ୍ରସଂଶକମାନେ ନାପସନ୍ଦ କରିଛନ୍ତି। ଏମିତିକି ବିରୋଧୀ ନେତାମାନେ ମଧ୍ୟ କଂଗ୍ରେସ ନେତ୍ରୀଙ୍କ ଏ ପ୍ରକାର ବୟାନକୁ ନେଇ ଟାର୍ଗେଟ କରିଛନ୍ତି। ସୋସିଆଲ…

ଏଥର ରେକର୍ଡ ଭାଙ୍ଗିବ ତାପମାତ୍ରା ! ପାଣିପାଗ ବିଭାଗର ଡରାଇଲା ଭଳି ପୂର୍ବାନୁମାନ

ନୂଆଦିଲ୍ଲୀ: ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାପମାତ୍ରା। ମାର୍ଚ୍ଚରୁ ମେ ଯାଏ ପ୍ରବଳ ଗରମରେ ସିଝିବ ପୂରା ଭାରତ। ଏନେଇ ଡରାଇଲା ଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାମାନ୍ୟ ତାପମାତ୍ରାଠାରୁ ଢେର ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି। କେବଳ ଏତିକି ନୁହେଁ ହିଟୱେବ ମଧ୍ୟ ଅଧିକ…

ସପ୍ତାହର କେଉଁ ଦିନ ଅଧିକ ହୋଇଥାଏ ହୃଦଘାତ ? ଗବେଷଣାରେ ନୂଆ ଖୁଲାସା

ଦେଶରେ ଏବେ ହୃଦଘାତର ଅନେକ ମାମଲା ଆସୁଛି । ଛୋଟଠୁ ବଡ଼ ସମସ୍ତଙ୍କ ନିକଟରେ ହୃଦଘାତର ଡର ରହୁଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସପ୍ତାହର ଏମିତି ଏକ ଗୋଟିଏ ଦିନ ରହିଛି, ଯେଉଁ ଦିନ ଅଧିକ ହୃଦଘାତ ହୋଇଥାଏ । ଏକ ଗବେଷଣାରୁ ଏପରି ଜଣାପଡ଼ିଛି । ଆସନ୍ତୁ ଜାଣିବା ସପ୍ତାହାର କେଉଁ ଦିନ…

ଏଲନ୍ ମସ୍କଙ୍କ ଏ କି ପ୍ରକାର ଆଚରଣ ? ସୋସିଆଲ ମିଡିଆରେ ତୀବ୍ର ନିନ୍ଦା

ନୂଆଦିଲ୍ଲୀ : ଅମାନବୀୟତାର ସୀମା ଟପିଲାଣି ଟ୍ରମ୍ପ ପ୍ରଶାସନ । ବହୁମତ ପାଇ ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ରାଷ୍ଟ୍ରପତି ଡୋନାଲ୍‌ଡଙ୍କ ଏ ପ୍ରକାର ନିଷ୍ପତ୍ତିକୁ ସବୁଠି ନିନ୍ଦା କରାଯାଉଛି । ଆଉ ପୁଣି ଏହାକୁ ଏଲନ୍ ମସ୍କ ସମର୍ଥନ କରୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବେଆଇନ…

35 ମିନିଟ ଡେରିରେ ସିନେମା ଚାଲିବାରୁ ଫାଇନ, କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦର୍ଶକ

ନୂଆଦିଲ୍ଲୀ: PVR Cinemas, INOXକୁ ଜରିମାନା । ବେଙ୍ଗଳୁରୁର ଖାଉଟି ଅଦାଲତ PVR Cinemas, INOX ଉପରେ ୬୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଷେକ ଏମ୍. ଆର୍. ନାମକ ଜଣେ ୩୦ ବର୍ଷୀୟ ଯୁବକ, PVR Cinemas, INOX ଏବଂ BookMyShow ବିରୋଧରେ ଅଦାଲତ ଯାଇଥିଲେ । ୨୦୨୩ରେ ଅଭିଷେକ ବୁକ୍…

ଯେନତେନ ପ୍ରକାରେଣ ହସିନାଙ୍କୁ ଆଣିବୁ, ଆହୁରି କଠୋର ହେଲେ ବାଂଲାଦେଶ PM

ନୂଆଦିଲ୍ଲୀ : ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣରେ ନେବା ବାଂଲାଦେଶ ସରକାରଙ୍କ ଏକ ମାତ୍ର ପ୍ରମୁଖ ପ୍ରାଥମିକତା । ଯେମିତି ହେଲେ ବି ହସିନାଙ୍କୁ ପ୍ରତ୍ୟର୍ପଣରେ ନିଆଯିବ ଏବଂ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାର ଶୁଣାଣି କରାଯିବ । ତାଙ୍କ ଉପସ୍ଥିତିରେ ହିଁ ମାମଲା ସବୁର ଶୁଣାଣି କରାଯିବ…

ଦିଲ୍ଲୀ ଦଳାଚକଟାରେ ଆସିଲା ସାଂଘାତିକ ସତ, ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାକୁ ନେଇ ଭାରତୀୟ ରେଳ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କାହିଁକି ଟ୍ରେନର ବଗି ଏବଂ ସିଟ୍ କ୍ଷମତାଠାରୁ ଅଧିକ ଟିକେଟ୍ ବିକ୍ରି କରା ଯାଇଥିଲା ? କାହିଁକି ଟିକେଟ୍ ବିକ୍ରିର କୌଣସି ସୀମା ନଥିଲା ? କାହିଁକି ରେଳବାଇ ଆଇନର…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ? ସାଉଦି ମାଟିରେ ଟ୍ରମ୍ପଙ୍କ ବଡ଼ ଗେମ୍‌ପ୍ଲାନ୍‌

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଯୁଦ୍ଧର ହେବ କି ଅନ୍ତ ? ସାଉଦି ଆରବରୁ ଆସିବ କି ଖୁସି ଖବର ? ଆମେରିକା-ସାଉଦିର ପ୍ରୟାସ ହେବ କି ସଫଳ ? ସାଉଦି ଆରବର ରିଆଦରେ ଥିବା ଦିରିୟାହ ପ୍ୟାଲେସର ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଉପରେ ଏବେ ସାରା ବିଶ୍ବର ନଜର । ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି,…

ପିଲାର ସାଜ୍ଞାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହୋଇଗଲା ଛାଡ଼ପତ୍ର, କୋର୍ଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ କଲା ତାଜୁବ

ନୂଆଦିଲ୍ଲୀ: ପିଲାର ସାଜ୍ଞାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହୋଇଛି ଛାଡ଼ପତ୍ର। ଆଉ ଏପ୍ରରି ଛାଡ଼ପତ୍ରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଘଟିଛି ଚୀନରେ। ନିଜ ପିଲାଙ୍କର ଉପନାମକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଏମିତି ହେଲା ଯେ ଶେଷରେ ସେମାନଙ୍କ…

ଚାଣକ୍ୟଙ୍କ ଏହି ବାଣୀ ଶୁଣିଲେ ଆଉ କେବେ ପ୍ରେମ କରିବେନି, ଆସନ୍ତୁ ଜାଣିବା କ’ଣ କହିଛନ୍ତି ସେ

ପ୍ରେମମୟ ଜୀବନ ବତାଇବାକୁ ସମସ୍ତେ ଚାହାଁନ୍ତି। ଟିକିଏ ପ୍ରେମ ପାଇଁ ତ ଦୁନିଆ ଚିଲିଛି।  କୁହାଯାଏ ପ୍ରେମ ହେଉଛି ଏମିତି, ଯେଉଁଠି ତ୍ୟାଗ ସର୍ବପରି ଆଉ ସମର୍ପଣ ଆପେ ଆସେ। ହେଲେ ଏହି ପ୍ରେମକୁ ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟଙ୍କ ଯୁକ୍ତି କିନ୍ତୁ ଅଲଗା।…