Latest Odisha News

BREAKING NEWS

ବାରବାଟୀ ମ୍ୟାଚ୍ ପାଇଁ କେମିତି କାଟିବେ ଅଫଲାଇନ ଟିକେଟ୍, ଜାଣନ୍ତୁ ନିୟମ ହୋଇଯିବ ସହଜରେ

କଟକ: ବାରବାଟୀ ମ୍ୟାଚ୍‌ ପାଇଁ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି । କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ । ଅନଲାଇନ୍‌ରେ ଟିକଟ କିଣି ପାରିନଥିବା କ୍ରିକେଟ୍‌ ପ୍ରେମୀ ଅଫ୍‌ଲାଇନ୍‌ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି। ଭିଡ଼…

କୁହୁଡ଼ି ହେଲା କାଳ : କେନାଲକୁ ଖସି ପଡ଼ିଲା କାର, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କେନାଲରେ ଗାଡ଼ି ଖସିପଡ଼ିବାରୁ 7 ଜଣଙ୍କ ଜୀବନ ଗଲା। ଘନ କୁହୁଡ଼ି ଯୋଗୁଁ ଏପରି ମର୍ମନ୍ତୁଦ ଦର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ଡ୍ରାଇଭର ସିଧା ରାସ୍ତା ରହିଛି ଭାବେ କୁହୁଡ଼ିରେ ଅନୁମାନ କରି ଚଳାଉଥିଲେ ଗାଡ଼ି, ହେଲେ ଆଗରେ କେନାଲ ଥିବାରୁ କାର ଭାରସାମ୍ୟ ହରାଇ କେନାଲ ତଳକୁ ଖସି…

ରେଲୱେକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତେ ସଂଖ୍ୟାରେ ଚାଲିବ ନୂଆ ଟ୍ରେନ

ନୂଆଦିଲ୍ଲୀ: ରେଲୱେକୁ ନେଇ ଆସିଲା ବଡ଼ ଖବର। ବଜେଟରେ ରେଲୱେକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ସେ କହିଛନ୍ତି ରେଲୱେର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏଥିପାଇଁ 2.52 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହାସହ 17,500…

ଜୋରଦାର ହେବ ଗାଡ଼ି ଚେକିଂ, ଏହି ଡକ୍ୟୁମେଣ୍ଟ ନଥିଲେ ୪ ହଜାର ଫାଇନ !

ଭୁବନେଶ୍ୱର : ବୀମା ନଥାଇ ଗାଡି ଚଳାଉଥିଲେ ସାବଧାନ । ଶନିବାର ଠାରୁ ବୀମା ନଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ିଲେ କଟିବ ଚାଲାଣ । ବୀମା ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ ଜରିଆରେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍‌ଗେଟ୍ । ପ୍ରଥମ ଥର ଧରା ପଡ଼ିଲେ ଏକ ହଜାର ଟଙ୍କା ଏବଂ…

ଜଣେ ଲୋକ କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ, କ’ଣ ରହିଛି ନିୟମ

ଭୁବନେଶ୍ୱର: ଆପଣ ବ୍ୟାଙ୍କରେ କେତେ ଆକାଉଣ୍ଟ ଖୋଲି ପାରିବେ ? ଅନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ଥାଆନ୍ତି ।ଆଧୁନିକ ଡିଜିଟାଲ୍ କାରବାରର ଏକ ମୁଖ୍ୟ ସୋର୍ସ ହେଉଛି ଏକ ବ୍ୟାଙ୍କ ଆକାଉଣ୍ଟ । ତେଣୁ ବ୍ୟାକିଂ ବ୍ୟବସ୍ଥା ବାବଦରେ ସମସ୍ୟକ ଧାରଣା ରହିବା ଆବଶ୍ୟକ, ନଚେତ ଆଗକୁ ବଡ଼ ସମସ୍ୟା ହୋଇପାରେ…

ଅଧିକ ହସୁଥିଲେ ସାବଧନ, କେତେବେଳେ ବି ଜୀବନ ଯାଇପାରେ !

ନୂଆଦିଲ୍ଲୀ: ହସିବା ହେଉଛି ଜୀବନର ସବୁଠାରୁ ଶ୍ରେଷ୍ଠ ମୂଲ୍ୟ । ଆଉ ଏହି କଥା ଅନେକଙ୍କ ମୁହଁରୁ ମଧ୍ୟ ଶୁଣିଥିଲେ। ସେଥିପାଇଁତ ଡାକ୍ତର କହିଥାନ୍ତି ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହି ହସିବା ଯେ ବେଳେ ଜୀବନ ବି ନେଇ ପାରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା…

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ, ବ୍ରିକ୍ସ ସମୂହରେ ପଡ଼ିଲା ଚହଳ

ନୂଆଦିଲ୍ଲୀ: ପୁଣି ବ୍ରିକ୍ସ ଦେଶ ସମୂହଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଧମକ । ଡଲାରର ବିକଳ୍ପ ଚିନ୍ତା କଲେ, କିମ୍ବା ବିକଳ୍ପ ଆପଣାଇଲେ, ଶହେ ପ୍ରତିଶତ କର ଲାଗୁ ପାଇଁ ପ୍ରସ୍ତୁତ ରହିବାକୁ ଚେତାଇ ଦେଇଛନ୍ତି ଟ୍ରମ୍ପ । ବ୍ରିକ୍ସ ଦେଶ ସମୂହଙ୍କ ଉପରେ ନଜର ରଖାଯାଇଛି । ଯଦି…

ଲୋକଙ୍କୁ ବାଘ ମୂତ୍ର ପିଆଉଛି ଚୀନ ! କୁହାଯାଉଛି ମଦ ସହ ପିଇଲେ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ: ଚୀନର ଏକ ଚିଡ଼ିଆଖାନାର ଭିଡିଓ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି। କାରଣ ବି ଜାଣିଲେ ଆପଣ ତାଜୁବ ହୋଇଯିବେ। ଦେଶର ସିଚୁଆନ ଅଞ୍ଚଳରେ ଏକ ଚିଡ଼ିଆଖାନା ବାଘର ମୂତ୍ର ବିକ୍ରି କରୁଥିବାର ଖବର ସାମ୍ନାକୁ ଆସିଛି। କୁହାଯାଉଛି ଏହି ବାଘର ମୂତ୍ର ପିଇବା ଦ୍ୱାରା ଲୋକଙ୍କ…

ପୂରା ପରିବାରକୁ ନିଶା ଦେଇ ପ୍ରେମିକ ସହ ନାବାଳିକା ଫେରାର

ଯାଜପୁର : ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଗଲେ ନାବାଳିକା। ପ୍ରେମିକର ପ୍ରରୋଚନାରେ ନାବାଳିକା ଜଣକ ଏପରି କାଣ୍ଡ କରିଥିବା ଜଣାପଡ଼ିଛି । ଏବେ ପୂରା ପରିବା ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପରିବାରେ ୫ ଜଣ ସଦସ୍ୟ ସହ ଝିଅର ବାପା ମଧ୍ୟ ରହିଛନ୍ତି । ସୂଚନା ଅନୁଯାୟୀ…

୧୫ ମିନିଟ ସମୟ ସାମ୍ନାରେ ୭୦ କୋଟି, ଯେତେ ଗଣି ପାରିବ ସେତେ ନେଇପାରିବ : ଏମିତି ବନସ ଦେଲା କମ୍ପାନି

ନୂଆଦିଲ୍ଲୀ: ଯଦି ଆପଣଙ୍କ କମ୍ପାନି କୌଣସି ଏକ ଉତ୍ସବରେ ୧୫ କୋଟି ଟଙ୍କା ବନସ ଭାବେ ଆପଣଙ୍କ ସାମ୍ନାରେ ରଖେ ତେବେ ଆପଣ କ’ଣ କରିବେ ? ଚୀନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସେଠାକାର ଏକ କମ୍ପାନି ବନସ ଭାବେ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ଏକ ଟେବୁଲ ଉପରେ ରଖିଥିଲା। ଆଉ କମ୍ପାନି…