ଗାଜା ସୀମାରେ ମୁକ୍ତିର ଆନନ୍ଦ, ଭାବ ବିହ୍ବଳ ହେଉଛନ୍ତି ଲୋକେ
ନୂଆଦିଲ୍ଲୀ : ଯେତେବେଳେ ଜଣେ ଶତ୍ରୁ ଦେଶରୁ ନିଜ ଦେଶକୁ ଆସିଯାଏ...ଯେତେବେଳେ ଜଣେ ଯୁଦ୍ଧର ରକ୍ତପାତ ଭିତରେ ନୂଆ ଜୀବନ ପାଏ..ସେତେବେଳେ କେମିତି ଥାଏ ଦୃଶ୍ୟ। ଯୁଦ୍ଧ ବିଭୀଷିକାରେ ସାମୟିକ ବିରତି ଲାଗିବା ପରେ ଗାଜା ସୀମାରୁ ଆସୁଛି ଭାବବିହ୍ବଳ ପରିବେଶ । ଅସ୍ତ୍ରବିରତି ପରେ ଖୋଲିଛି ଗାଜା…