ଏସିଆ କପ୍ ଫାଇନାଲ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ କଲେ ପାକିସ୍ତାନ କ୍ୟାପଟେନ, କହିଲେ ଆମେ ‘ହରାଇ…
ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍ ୨୦୨୫ର ସୁପର-୪ ମୁକାବିଲାରେ ପାକିସ୍ତାନ ବାଂଲାଦେଶକୁ ରୋମାଞ୍ଚକର ୧୧ ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହିତ ଏବେ ଏକଥା ନିଶ୍ଚିତ ହୋଇଛି ଯେ ଆସନ୍ତା ୨୮ ସେପ୍ଟେମ୍ବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍…