ଅତ୍ୟଧିକ କ୍ରୋଧ ନେଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ: କ୍ରୋଧ ମଣିଷର ସ୍ୱଭାବର ଏକ ଅଂଶ। କେତେବେଳେ ଏହା ସାଧାରଣ ଲାଗେ, କିନ୍ତୁ ଯେତେବେଳେ କ୍ରୋଧ ଅଭ୍ୟାସରେ ପରିଣତ ହୁଏ, ତାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବିଶେଷ କରି ହୃଦୟ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ।
ରକ୍ତଚାପ ବୃଦ୍ଧି: କ୍ରୋଧ ସମୟରେ ଶରୀରରେ ଆଡ୍ରେନାଲିନ ଓ…