ନିଜକୁ ଖୋଜି ନପାଇବାର ଯନ୍ତ୍ରଣା ହିଁ ମତେ ସାହିତ୍ୟମନସ୍କ ହେବାକୁ ବାଧ୍ୟ କଲା : ସବ୍ୟସାଚୀ ବିଷୋୟୀ
ଓଡ଼ିଆ ସାହିତ୍ୟର କବିତା ଓ ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସବ୍ୟସାଚୀ ବିଷୋୟୀଙ୍କ ସହ ‘ସ୍ୱଳ୍ପ ଆଳାପ’…