ଅନୁବାଦ ଗଳ୍ପ : ଝରା ପତ୍ରର ଝଙ୍କାର
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୩
ମୂଳ ଉର୍ଦ୍ଦୁ: କୁର୍ତ୍ତୁଲ ଆଏନ ହାଇଦର
ଆଜି ସକାଳେ ମୁଁ ଆମ ଘର ପଛପଟ ଦରଜା ପାଖରେ ଠିଆହୋଇ ପରିବାବାଲାଠାରୁ ଫୁଲକୋବି କିଣିଲାବେଳେ ଦର ଛିଣ୍ଡଉଥିଲି । ଉପର ମହଲାରେ ରୋଷେଇଘରେ ଷ୍ଟୋଭରେ ଭାତ ଓ ଡାଲି ବସିଥିଲା । ଚାକର ପିଲାଟା…