Latest Odisha News

ଉଭୟ ଭାଷା ପ୍ରତି ଯଥେଷ୍ଟ ଜ୍ଞାନ ଥିଲେ ହିଁ ଜଣେ ସଫଳ ଅନୁବାଦକ ହୋଇପାରିବ : ବିଜୟ କୁମାର ପ୍ରଧାନ

ସାହିତ୍ୟ କୌଣସି ଗୋଟିଏ ଅଞ୍ଚଳର ଭାଷା ମଧ୍ୟରେ ସୀମିତ ନୁହେଁ, ବରଂ ପୃଥିବୀର ସବୁ ଅଞ୍ଚଳର ଭାଷା, ସଂସ୍କୃତି, ସାମାଜିକ ଚଳଣି ସହ ସାହିତ୍ୟ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢ଼ିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ…

ପଥ ଭ୍ରଷ୍ଟ କରୁଛି ଅନ୍‌ଲାଇନ୍ ଜୁଆ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗତ ଦେଢ଼ ମାସ ହେବ ଆମ ଦେଶରେ ଆଇ.ପି.ଏଲ. ଖେଳ ଚାଲିଛି ଓ ତାହା ଟିଭିରେ ସିଧା ପ୍ରସାରଣ ହେଉଛି । ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ…

ପୁସ୍ତକର ପ୍ରକୃତ ମୂଲ୍ୟାୟନ ପାଠକଙ୍କ ହାତରେ : ରାଜ କିଶୋର ଦାସ

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

ବରିଷ୍ଠ ସ୍ତମ୍ଭ ଲେଖକ ଆର୍ତ ମିଶ୍ର ପାଇଲେ ଅଷ୍ଟାଦଶ ନାରଦ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ଆର୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଏବଂସାମ୍ବାଦିକତା କ୍ଷେତ୍ରକୁ ଅବଦାନ…

ସୃଜନଶୀଳତା ନଥିଲେ ଅନୁସୃଜନ ସମ୍ଭବ ନୁହେଁ : ନୀହାରିକା ମଲ୍ଲିକ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ଶିଶୁ କବିତା : ପ୍ରକୃତି କହେ

ଆନନ୍ଦ କୁମାର ମେହେର  ବିଶାଳ ଆକାଶ କହୁଅଛି ଶୁଣ ମୋ ସମାନ ହେଉ ତୁମ ହୃଦୟ ଗମ୍ଭୀର ଅଚଳ ପର୍ବତ କହୁଛି ମୋ ସମାନ ହୁଅ ତୁମେ ନିର୍ଭୟ । ମିଟି ମିଟି କରି ତାରକା କହଇ ଅଜ୍ଞାନ ଅନ୍ଧାରେ ଦେଖାଅ ବାଟ ନୀଳସାଗରର ତରଙ୍ଗ କହଇ ପରମ ଉମଙ୍ଗେ ଜୀବନ କାଟ । ଧରଣୀ ନୀରବେ ଦିଅଇ ବାରତା…

ସାହିତ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ : ଜ୍ୟୋତି ରଞ୍ଜନ ମିଶ୍ର

ସାହିତ୍ୟ ଭିତରେ ଜୀବନ ଏବଂ ଜୀବନ ଭିତରେ ଆଧ୍ୟତ୍ମିକତା ଖୋଜୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଲେଖକ ଜ୍ୟୋତି ରଞ୍ଜନ ମିଶ୍ର। ତଥାକଥିତ ପ୍ରଚାର ପ୍ରସାରଠାରୁ ଯଥା ସମ୍ଭବ ଦୂରରେ ରହି ସେ ବିକଶିତ କରି ଚାଲିଛନ୍ତି ତାଙ୍କର ସର୍ଜନାର କ୍ଷେତ୍ର । ଓଡ଼ିଆ ସାହିତ୍ୟର ଆଦ୍ୟପ୍ରାଣ ପୁରାଣ…

ଲେଖକ ପାଇଁ ଅନୁଭୂତି ଓ ଅଭିଜ୍ଞତା ହିଁ ଶ୍ରେଷ୍ଠ ପୁଞ୍ଜି : ସତ୍ୟନାରାୟଣ ମହାପାତ୍ର

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସତ୍ୟନାରାୟଣ ମହାପାତ୍ର ଏକ ନିଆରା ବ୍ୟକ୍ତିତ୍ୱ । ଜୀବନୀ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି ,ପରମ୍ପରା, ପର୍ବ ପର୍ବାଣି…

ଭାଷା ଭାଗବତ : ଲିଖନ ବୈରାଗ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୯ ଧନ୍ୟ ମୋ ହାତର ଆଂଗୁଠି ଲେଖିଲା ବେଳେ ଏଠି ସେଠି ବାଜି ହୁଏ ଅନେକ ତ୍ରୁଟି ପାଠକେ ଭିଡ଼ଂତି ମୋ ଚୁଟି ଏକ ଶବ୍ଦର ବହୁ ରୂପ ପ୍ରତିଟି ଦେଖାଂତି ପ୍ରକୋପ ଅନିବାର୍ଯ୍ୟ କି ଅନିର୍ବାଯ୍ୟ ବାଛିବା ହୁଏ ମୁଖ୍ୟ କାର୍ଯ କେଉଁଟି…

ଅନୁଭୂତିରୁ ସୃଷ୍ଟି ହୋଇଥିବା ସାହିତ୍ୟ ହୃଦୟକୁ ଅଧିକ ଆନ୍ଦୋଳିତ କରେ : ଜୟନ୍ତୀ ଜେନା

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଜୟନ୍ତୀ ଜେନା । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର ଢେର…