Latest Odisha News

BREAKING NEWS

କବିତା : ସେଇ ଗାଁକୁ ନେଇ ଯା

ରଜୀତ ଦାସ ଦୂରୁ ଦିଶୁଅଛି ଅଳପ ଅଳପ ନଈ ଆର ପାରି ଗାଁ ମାନଚିତ୍ର ମଧ୍ୟେ ଖୋଜିଲେ କାହିଁକି ମିଳେ ନାହିଁ ତାର ନାଁ। ସକଳୁଆ ଶୀତ ହଳିଆର ଗୀତ ଆହା କି ସୁନ୍ଦର ମିତ ନଈ ଆରପାରି ପଠାରେ ଖେଳୁଛି ସୁନେଲି ସୋରିଷ କ୍ଷେତ। ଦୁବ ଘାସେ ପଡି ଶିଶିର ବୁନ୍ଦାଏ ଶୁଭ୍ର ତାରକସି ଦିଶେ…

ମାଳତୀ ଚୌଧୁରୀ

ପ୍ରିୟ କୁନି ପିଲାମାନେ ଆଗରୁ ଆମେ ଅନେକ ମହାପୁରୁଷଙ୍କ ବିଷୟରେ ଜାଣିଛେ । ଆଜି ଜାଣିବା ଆମ ପ୍ରିୟ 'ନୂମା'ଙ୍କ ବିଷୟରେ । ନୂମା ହେଉଛନ୍ତି ମାଳତୀ ଚୌଧୁରୀ । ୧୯୦୪ ମସିହା ଜୁଲାଇ ୨୬ରେ ଅର୍ଥାତ ଠିକ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ କୁମୁଦ ନାଥ ସେନ ଓ…

ଲେଖକର ସୃଷ୍ଟି-ସମ୍ଭାର, ମଣିଷର ସାମଜିକ ଜୀବନର ପ୍ରତିଫଳନ : ନନ୍ଦିତା ମହାନ୍ତି

ସମକାଳୀନ ଓଡ଼ିଆ ସାହିତ୍ୟରେ ନନ୍ଦିତା ମହାନ୍ତି ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।…

ଅନୁବାଦ ଗଳ୍ପ : ଝରା ପତ୍ରର ଝଙ୍କାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୩ ମୂଳ ଉର୍ଦ୍ଦୁ: କୁର୍ତ୍ତୁଲ ଆଏନ ହାଇଦର ଆଜି ସକାଳେ ମୁଁ ଆମ ଘର ପଛପଟ ଦରଜା ପାଖରେ ଠିଆହୋଇ ପରିବାବାଲାଠାରୁ ଫୁଲକୋବି କିଣିଲାବେଳେ ଦର ଛିଣ୍ଡଉଥିଲି । ଉପର ମହଲାରେ ରୋଷେଇଘରେ ଷ୍ଟୋଭରେ ଭାତ ଓ ଡାଲି ବସିଥିଲା । ଚାକର ପିଲାଟା…

ମୋତେ ପ୍ରଭାବିତ କରୁଥିବା ପ୍ରତ୍ୟେକ ଚରିତ୍ର ମୋର ପ୍ରେରଣାର ଉତ୍ସ : ସୁସ୍ମିତା ପଟେଲ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁସ୍ମିତା ପଟେଲ। ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଭକ୍ତରାଜ ଗରୁଡ଼ଙ୍କ ଦୈନିକ ପୂଜାନୀତି ହୁଏ ମହାପ୍ରଭୁଙ୍କ ଅବକାଶ ପରେ।। ଚୁନରା ସେବକ ବିମଳାଙ୍କ କୂଅରୁ ପାଣି ଆଣି ସେଥିରେ ଚୁଆ ଚନ୍ଦନ…

ସମାଜ ପ୍ରତି ଥିବା ଅନୁସନ୍ଧିତ୍ସାପଣ ହିଁ ସ୍ରଷ୍ଟାର ସୃଷ୍ଟିକୁ କାଳଜୟୀ କରିଥାଏ : ବିଭୁତି ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ 'ବିଭୁତି ପଣ୍ଡା' । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ରତ୍ନସିଂହାସନ ପ୍ରଣବାତ୍ମକ ଓ ମହାପଦ୍ମ ସ୍ୱରୂପ। କାରଣ ଏହାରି ଉପରେ ପଞ୍ଚ ବୀଜ ସ୍ୱରୂପ ଶ୍ରୀବିଗ୍ରହମାନେ ଉପବେଶନ…

ସାହିତ୍ୟ ଜନ-ଜୀବନ ସହ ଯୋଡ଼ି ହୋଇ ରହୁ : ମାନିନୀ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନିନୀ ମିଶ୍ର । ଏକାଧାରରେ ଜଣେ କବୀ , ପ୍ରାବନ୍ଧିକା ଏବଂ ଏକ ଅଗ୍ରଣୀ ଦୈନିକ ଖବର କାଗଜର ସାହିତ୍ୟ ବିଭାଗର ସମ୍ପାଦିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ । ବିଶେଷ ଭାବରେ ବିପ୍ଳବଧର୍ମୀ କବିତା ରଚନା କରିବାରେ ସେ…

ନାଟକ, ସାହିତ୍ୟର ସବୁଠୁ ସୁନ୍ଦର ରୂପ : କ୍ଷୀରୋଦ ବିହାରୀ ବିଶ୍ୱାଳ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କ୍ଷୀରୋଦ ବିହାରୀ ବିଶ୍ୱାଳ । ଗଳ୍ପ, କବିତା ଏବଂ ନାଟକ ରଚନା କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ମଞ୍ଚ କଳାକାର ଭାବରେ ମଧ୍ୟ ସେ ବେଶ…