Latest Odisha News

ଜୀବନ ଦର୍ଶନକୁ ବାଦ୍ ଦେଇ ସର୍ଜନା ସମ୍ଭବ ନୁହେଁ : ସତ୍ୟବତୀ ସ୍ୱାଇଁ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ଶିଳ୍ପୀ ସତ୍ୟବତୀ ସ୍ୱାଇଁ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ…

କବିତା : ତୁମ ଚିତ୍ର ନେଇଛି

ଚନ୍ଦ୍ରା ମିଶ୍ର ମୋ ଅତୀତକୁ ଚୋରାଇ ଏବେ ତୁମ ଚିତ୍ର ନେଇଛି ମୋ ସକାଳ ନିଦକୁ ଚୋରାଇ ସ୍ମୃତିର ପାହାଡ଼ ପରେ ଦେଇଛି ମତେ ବସାଇ ପିଲାଦିନ ଗଛଚଢ଼ା ସାଙ୍ଗ ମାନଙ୍କର ଥଟା ଆମ ବାଡ଼ି ଫୁଲମାନ ନରେନ୍ଦ୍ର ପୋଖରୀ କୂଳ ବାପାଙ୍କ ପାଟିର ସ୍ୱର ଛାତିରେ ହୋଇବା ଡର ଭାବୁଥିଲି…

ଈଶ୍ୱର ହିଁ ସୃଷ୍ଟି ଓ ସର୍ଜନାର ସଂଜ୍ଞା : ନମିତା ପାଇକରାୟ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ନମିତା ପାଇକରାୟ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ…

ଜଣେ ଲେଖକ ଆଜୀବନ କେବଳ ନିଜକୁ ହିଁ ଲେଖି ଚାଲିଥାଏ : ଶିବାଶିଷ ପାଢ଼ୀ

ଶିବାଶିଷ ପାଢ଼ୀ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘…

ସାହିତ୍ୟ ସାଧନା ସବୁବେଳେ ଦୈବୀ ଆଶୀର୍ବାଦ ସଦୃଶ : ଦେବଯାନୀ ଦାସ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ଦେବଯାନୀ ଦାସ। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର ବିଭବକୁ…

କବିତାର ସାନିଧ୍ୟ, ଆନନ୍ଦ ଓ ଆତ୍ମତୃପ୍ତି ଦେଇଥାଏ : ଶୈଳବାଳା ମହାପାତ୍ର

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ଶୈଳବାଳା ମହାପାତ୍ର । କବିତା ଗଳ୍ପ , ଆଲେଖ୍ୟ , ଶିଶୁ ସାହିତ୍ୟ ଓ ଅନୁବାଦ ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ସାହିତ୍ୟର କଳେବର । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ ରଚନାଗୁଡ଼ିକ ପାଠକ…

ପ୍ରକୃତ ସ୍ରଷ୍ଟା ଉଭୟ ସକାରାତ୍ମକ ଓ ନକରାତ୍ମକ ମତାମତକୁ ସମ୍ମାନ ଦେଇଥାଏ : ଉମାକାନ୍ତ ରାଉତ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଉମାକାନ୍ତ ରାଉତ । ଗଳ୍ପ କବିତା ଏବଂ ଶିଶୁ ସାହିତ୍ୟ ସୃଷ୍ଟି କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ସୁବକ୍ତା ଭାବରେ ମଧ୍ୟ ସେ ବେଶ ପରିଚିତ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୧ ବହୁତ ଜଲଦି ବହିଯାଉଥିଲା ବୋଧହୁଏ ଜୀବନ ନଈ। ଚିତ୍ର କରିବାର ମୋହ ଆଜିକାଲି ବେଶ୍ ଘାରୁଥିଲା। ବୋଧହୁଏ  ସେଇଥିପାଇଁ ରଘୁରାଜ ପୁରରୁ ଆସିଲେ ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାକର । ପ୍ରାକୃତିକ ରଙ୍ଗଠାରୁ ଆରମ୍ଭ କରି ପଟ୍ଟି…

ପାଠକୀୟ ଆଦୃତି ହିଁ ଲେଖକର ସର୍ବଶ୍ରେଷ୍ଠ ପୁରସ୍କାର : ସୁଷମା ପରିଜା

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ , କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସୁଷମା ପରିଜା ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ । ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ଓଡ଼ିଶାର ପରମ୍ପରା, ପର୍ବ ପର୍ବାଣି ତଥା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୫ ଶୂନର କି ଶକ୍ତି  ସତରେ। ସଂଖ୍ୟାର ବାଁ ପଟେ କିଛି ମୂଲ୍ୟ  ନଥିବା ସମୟରେ ଡାହାଣରେ ଅମୂଲମୂଲ। ଗଣନା ହୁଅନ୍ତାକି ତା' ବିନା! ମୋ' ମାଟିର ମଣିଷ  ଧନ୍ୟ  ବାବା ଆର୍ଯ୍ୟଭଟ୍ଟ।ଶୂନରୁ ଆରମ୍ଭ ପ୍ରକ୍ରିୟା ,ସରିଲା ଯାଇ…