Latest Odisha News

BREAKING NEWS

କବିତା ହେଉଛି ଓଡ଼ିଆ ସାହିତ୍ୟର ପ୍ରମୁଖ ପରିଚୟ : ରକ୍ଷକ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ରକ୍ଷକ ନାୟକ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ…

ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ : ଦିଲ୍ଲୀପ ବେହେରା

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦିଲ୍ଲୀପ ବେହେରା । ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। କେବେଳ ଗଳ୍ପ ନୁହେଁ କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ ।…

ପ୍ରତ୍ୟେକ ଅନୁବାଦକଙ୍କ ଭିତରେ ଏକ ସୃଜନଶୀଳ ଲେଖକ ଥାଏ : କନକ ମଞ୍ଜରୀ ସାହୁ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି। କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ। କିନ୍ତୁ ଅନୁବାଦ ଏତେ ସହଜ ନୁହେଁ। ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ସାହିତ୍ୟ , ଝରଣାର ପାଣି ପରି ସ୍ବଚ୍ଛ ଓ ତରଳ ହେବା ଦରକାର : ଅନୀଲ କୁମାର ପାଢ଼ୀ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ଅନୀଲ କୁମାର ପାଢ଼ୀ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୨ ରିଖ ଶନିବାର ବୃଷ ୮ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ବୃଷ ରାଶି…

ଭରଚୁଆଲ ମୋଡ଼ରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : "ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ (ମୋଓଆ), ନବିମୁମ୍ବାଇ" ତଥା ବିଶ୍ବବ୍ୟାପୀ "ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଓୱର୍ଲ୍ଡ ୱାଇଡ୍" ପକ୍ଷରୁ ଭରଚୁଆଲ ମାଧ୍ୟମରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ରର ଉଦଘାଟିତ ହୋଇଯାଇଛି ଏହା ଆଗାମୀ ଦଶଦିନ ଧରି ଧାରାବାହିକ ଭାବରେ ଚାଲିବ ବୋଲି ମୋଓଆ…

କବି ପାଇଁ ପ୍ରେମ ଏକ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ : ଫନୀ ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଡ. ଫନୀ ମହାନ୍ତି । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ମାନଚିତ୍ର , ମାୟା ଦର୍ପଣ, ଅହଲ୍ୟା, ବିଷାଦଯୋଗ , ପ୍ରିୟତମା, ମୃଗୟା, ସୁନୟନା, ବଂଶୀ ବାଦକ , ଚିତ୍ରନାରୀ, ଚିତ୍ର ପ୍ରତିମା, ଦ୍ଵିତୀୟ ଈଶ୍ୱର,…

ସ୍ୱପ୍ନକୁ ଏମିତି ସଫଳତାର ରଙ୍ଗ ଦିଅ, ଯାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ହୋଇ ଝଟକୁଥିବ : ଗଦାଧର ମିଶ୍ର

ଗଦାଧର ମିଶ୍ର ଜଣେ ନିଆରା  ବ୍ୟକ୍ତିତ୍ୱ । ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ , ନିଷ୍ଠାପର ସାମ୍ବାଦିକ, ଲୋକପ୍ରିୟ ସାମାଜିକ କର୍ମୀ ,  ସଫଳ ସଂସ୍କୃତି ସଙ୍ଗଠକ ଏବଂ ନିରପେକ୍ଷ ସାହିତ୍ୟ ସମାଲୋଚକ ଭାବରେ ସୁପରିଚିତ । ତାଙ୍କର ସାହିତ୍ୟ ଆଲୋଚନା ପୁସ୍ତକଗୁଡିକ ଶିକ୍ଷାର୍ଥୀଙ୍କ ଗହଣରେ ବେଶ୍ ଆଦୃତ…

କୁଳାଙ୍ଗାର ଉବାଚ : ଅନଲାଇନ୍ ଅଡୁଆ

ଡଃ କୁଳାଙ୍ଗାର  ମେସେଜ ଏବଂ ଇ-ମେଲରେ କୋଟି କୋଟି ଟଙ୍କା ଲଟେରୀ ଉଠିଚି ବୋଲି ଯେବେ ମୁଁ ଜାଣୁଛି; କେତେ ସଂଖ୍ୟା ସହ କେତେଟା ଶୂନ ଲାଗିବ ବୋଲି ମୁଁ ଗଣୁଛି! ସତେ ଯଦି ତାହା ଛାଣୁଛି, ଆମେରିକା ଯାଇ କନିଆ ଆଣନ୍ତି ମେଲିଣ୍ଡା ବିଲ୍-କୁ ଛାଡି ଦେବାର ମୁଁ ଶୁଣୁଛି!! ଝିଅଟିଏ…

ସୃଷ୍ଟି ଏକ ଅବର୍ଣ୍ଣନୀୟ ଆତ୍ମିକ ଆବେଗର ଅଭିନବ ଅଙ୍କୁରୋଦଗମ : ମନୋରମା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମନୋରମା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ  ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ…