Latest Odisha News

BREAKING NEWS

‘ବଳଦଗାଡ଼ିରୁ ବୋଇଂ ବିମାନ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରଫେସର ବିଭୁତି ଭୂଷଣ ମହାନ୍ତିଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଆତ୍ମଜୀବନୀ 'ବଳଦଗାଡ଼ିରୁ ବୋଇଂ ବିମାନ' ପୁସ୍ତକ ସ୍ଥାନୀୟ ଜୟ ଭାରତ ଭବନ ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଯତୀନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଫେସର ରାଜ କିଶୋର ମିଶ୍ର,…

ଆଜି ଆୟୋଜିତ ହେବ ‘ଗୁଞ୍ଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରମୁଖ ଓଡିଶୀ ନୃତ୍ୟ କେନ୍ଦ୍ର ଗୁଞ୍ଜନ ନୃତ୍ୟ ଏକାଡେମୀ ତରଫରୁ ଭାରତର ବିଭିନ୍ନ ରାଜ୍ୟରେ 'ଗୁଞ୍ଜନ ସନ୍ଧ୍ୟା ' ଆୟୋଜିତ ହୋଇଥାଏ। ଏହି ବର୍ଷ ଏହା  ଆଜି (୨୫ ମାର୍ଚ୍ଚ) ଭୁବନେଶ୍ୱରର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ବୋଲି ଏକାଡେମୀ ପକ୍ଷରୁ…

୨୩ରେ ଅନୁଷ୍ଠିତ ହେବ ଓଡ଼ିଶୀ ଆସର

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଓଡ଼ିଶୀ ଆସର ୨୩ ମାର୍ଚ୍ଚରେ କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଗାୟନ, ବାଦନ ସହିତ ସାତଜଣ ବିଶିଷ୍ଟ ଗୁରୁ ମାନଙ୍କ…

‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ତରୁଣ ଲେଖକ ଭୁବନ ପାତ୍ରଙ୍କ 'ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ କବି ହରପ୍ରସାଦ ଦାସ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ବିଶୁ…

କବିତା ନିଜେ ହିଁ ନିଜକୁ ବଖାଣେ : ସୁରେଶ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ତିନି ଦଶନ୍ଧି ଧରି ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ…

ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର ‘କଥାନ୍ତର’ର ପ୍ରଥମ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର 'କଥାନ୍ତର'ର ପ୍ରଥମ ସଂଖ୍ୟା ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି ସଂଖ୍ୟାରେ ବିଭିନ୍ନ ଭାରତୀୟ ତଥା ବିଦେଶୀ ଭାଷାର ୨୯ଟି ଗଳ୍ପ ସହିତ ପୁସ୍ତକ ସମୀକ୍ଷା ମଧ୍ୟ ସ୍ଥାନ ପାଇଛି। ଏହି…

ବ୍ୟଙ୍ଗ : ଟାଇମ ପାସ୍

 ଓଁ ଅଭିଜ୍ଞାନ ସାହୁ କଥା କ'ଣ କି ଏଇ ଗତବର୍ଷ ଲକ ଡାଉନର ଦୁଇ ଦିନ ପୂର୍ବରୁ ଆମ ଶ୍ରୀମତୀଙ୍କ ମୋବାଇଲ ଖରାପ ହୋଇଯାଇଥିଲା । ତାଙ୍କ ଦୁର୍ଯୋଗକୁ ଫୋନ ସଜଡ଼ା ହେବା ପୂର୍ବରୁ ଲକଡାଉନ ଘୋଷଣା ହୋଇଗଲା । ମୋବାଇଲ ପ୍ରିୟ ଘରଣୀ ଏବେ ଦିନ ଯାକ ଖାଲି ରାମ୍ପି ବିଦାରି ହୋଇ କରୋନାର ଚଉଦ ପୁରୁଷ…

ଯାହା ସମାଜର ପ୍ରତିଟି ଛବିକୁ ଆଇନା ପରି ପ୍ରଦର୍ଶିତ କରେ ତାହା ହିଁ ସାହିତ୍ଯ : ଏମ. ହିମାଂଶୁ ଆଚାରୀ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଏମ .ହିମାଂଶୁ ଆଚାରୀ ।ଏକାଧାରରେ ଜଣେ କବି , ଗାଳ୍ପିକ ଏବଂ ଚନ୍ଦନଧାରା ପରି ପ୍ରମୁଖ ସାହିତ୍ୟ ପତ୍ରିକାର ସମ୍ପାଦକ । ନିଜ ସୃଷ୍ଟିର ସମ୍ଭାରରେ ସେ ଜୀବନ୍ତ କରି ପାରନ୍ତି ଅନେକ କାଳ୍ପନିକ ଚରିତ୍ର। ତାଙ୍କ ରଚିତ ପ୍ରତ୍ୟେକ କବିତା ଓ…

କବିତା : ଅଭିସାର

ନିବେଦିତା ନନ୍ଦ ଅପେକ୍ଷା କରିଥିବ । ଆଖି ଖୋଲିବତ ବିଛେଇ ହୋଇ ଯାଇଥିବ କୃଷ୍ଣଚୂଡା଼ର ମୁରୁଜ । ସବୁଜ ଗାଲିଚା ପାଦ କଢେଇ ନେଉଥିବ ଅଜଣା ଚଉହଦୀକୁ । ସେଇଠି ଘୁମନ୍ତ ଆକାଶ ଅଳସୀ ଜହ୍ନର କାନେ କାନେ ଫୁଙ୍କି ଚାଲିଥିବେ ଗତିର ମନ୍ତ୍ର । ତୁମେଟାଣି ହେବ ନିଶ୍ଚେ ଦୋୖଡ଼ନ୍ତା…

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ : ସୁଶାନ୍ତ ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ସୁଶାନ୍ତ ଦାଶ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନୂଆ ପ୍ରତିଭାଙ୍କୁ ପଥ…