Latest Odisha News

BREAKING NEWS

ଆଜି ପ୍ରଥମାଷ୍ଟମୀ: ଘରେ ଘରେ ଏଣ୍ଡୁରି ପିଠାର ମହକ

ଭୁବନେଶ୍ୱର : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ ପ୍ରଥମାଷ୍ଟମୀରେ ବଡ…

ବାଲିରେ ପ୍ରବାସୀଙ୍କୁ ବାଲିଯାତ୍ରା କଥା କହିଲେ ମୋଦୀ

ବାଲି: ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କଲା ବେଳେ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରୁ ୧୫ଶହ କିଲୋମିଟର ଦୂର କଟକସ୍ଥିତ ବାଲିଯାତ୍ରା ମହୋତ୍ସବର ସ୍ମରଣ କରାଇଲେ ମୋଦୀ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ମରଣୀୟ ରଖିବା…

ବାଲିରେ ୫ ଟି ବ୍ୟାଙ୍କ ମଧ୍ୟରେ ଏମଓୟୁ

ବାଲି: ଇଣ୍ଡୋନେସିଆର ବାଲିଠାରେ ଜି-୨୦ ଶିଖର ସମ୍ମିଳନୀରେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ସଦସ୍ୟ ରାଷ୍ଟ୍ର । ସୀମା ପାର୍ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ପାଇଁ ୫ ଟି ବିଦେଶୀ ବ୍ୟାଙ୍କ ପରସ୍ପର ମଧ୍ୟରେ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏଗୁଡିକ ହେଉଛନ୍ତି ବ୍ୟାଙ୍କ ଇଣ୍ଡୋନେସିଆ,…

ପଦ୍ମପୁର ଉପନିର୍ବାଚନ: ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚିଲା ଇଭିଏମ୍

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପଦ୍ମପୁର ଆରଏମସିସ୍ଥିତ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚିଲା ଇଭିଏମ୍ । କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ପହଞ୍ଚିଛି ଇଭିଏମ୍ । ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ…

ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ଖସୁଛି ପାରଦ । ରାଜ୍ୟର ଆଭ୍ୟନ୍ତରୀଣରେ ବଢୁଛି ଶୀତ । ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର । କନ୍ଧମାଳର ଜି.ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୭.୨ ଡିଗ୍ରୀ ରହିଥିବାବେଳେ ୯ଡିଗ୍ରୀ ସହିତ ଦ୍ୱିତୀୟ ସ୍ଥାନରେ ଅଛି କୋରାପୁଟର ଶିମିଳିଗୁଡା । ୨୦ଟି ସ୍ଥାନରେ ପାରଦ ୧୫…

ରୁଷିଆ ବିରୋଧୀ ୟୁଏନଜିଏ ପ୍ରସ୍ତାବକୁ ଏଡାଇଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦ(ୟୁଏନଜିଏ) ଦ୍ୱାରା ଆଗତ ରୁଷିଆ ବିରୋଧୀ ପ୍ରସ୍ତାବରେ ସ୍ୱାକ୍ଷର କଲାନି ଭାରତ । ୟୁକ୍ରେନରେ ଆନ୍ତର୍ଜାତୀକ ଆଇନ ଉଲ୍ଲଂଘନ ଓ ଯୁଦ୍ଧ ଯୋଗୁଁ ହୋଇଥିବା କ୍ଷତିକୁ ଆଧାର କରି ଏହି ପ୍ରସ୍ତାବ ୟୁଏନଜିଏ ଆଗତ କରିଥିଲା । ଏହି ପ୍ରସ୍ତାବକୁ ୯୪ଟି ଦେଶ…

‘ଅସ୍ତ୍ରବିରତି ଓ କୂଟନୀତି ମାଧ୍ୟମରେ ୟୁକ୍ରେନ୍ ସମସ୍ୟା ସମ୍ଭବ’ : ମୋଦୀ

ଜାକାର୍ତ୍ତା : ଇଣ୍ଡୋନେସିଆରେ ଜି-୨୦ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ‘ୟୁକ୍ରେନ ସମସ୍ୟାକୁ ଶାନ୍ତି ମାଧ୍ୟମରେ ସମାଧାନ କରିବୁ’ ବୋଲି କହିଛନ୍ତି ମୋଦୀ । ଅସ୍ତ୍ରବିରତି ଓ କୂଟନୈତିକ ଏହାର ସମାଧାନର ମାର୍ଗ । ବୈଶ୍ୱିକ କ୍ଷେତ୍ରରେ ଜି-୨୦କୁ…

ମିଜୋରାମରେ ପଥର ଖାଦାନ ଧସି ୮ଶ୍ରମିକଙ୍କ ମୃତ୍ୟୁ

ଆଇଜଲ୍: ମିଜୋରାମର ହନଠିଆଲ ଜିଲ୍ଲାରେ ପଥର ଖାଦାନ ଧସିଯିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଏଯାଏଁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇସାରିଛି । ତିନି ଜଣ ଶ୍ରମିକଙ୍କ ଶରୀରର କିଛି କିଛି ଅଂଶ କେବଳ ଉଦ୍ଧାରକାରୀଙ୍କୁ ମିଳିପାରିଛି । ସମସ୍ତ ଶ୍ରମିକ ବିହାରର ବୋଲି ସୂଚନା…

୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ୱାଶିଂଟନ: ଟ୍ୱିଟର ଓ ଫେସବୁକ ପରେ ଏବେ ଆମାଜନ କର୍ମଚାରୀ ଛଟେଇ କରିବା ନେଇ ସଙ୍କେତ ଦେଇଛି । ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗୋଟିଏ ପରେ ଗୋଟିଏ ଏମଏନସି କର୍ମଚାରୀ ସଂଖ୍ୟା କମାଇବାକୁ ଲାଗିଲେଣି । ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ଛଟେଇ କରିବା ପରେ ଏବେ…

ଜି-୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ମୋଦୀ

ବାଲି:  ଇଣ୍ଡୋନେସିଆକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ତମ ଜି-୨୦ଶିଖର ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ମୋଦୀ ଏହି ସମ୍ମିଳନୀରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରର କିଛି ମୁହୁର୍ତ୍ତ ପିଏମଓଙ୍କ…