ଆଇଜଲ୍: ମିଜୋରାମର ହନଠିଆଲ ଜିଲ୍ଲାରେ ପଥର ଖାଦାନ ଧସିଯିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଏଯାଏଁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇସାରିଛି । ତିନି ଜଣ ଶ୍ରମିକଙ୍କ ଶରୀରର କିଛି କିଛି ଅଂଶ କେବଳ ଉଦ୍ଧାରକାରୀଙ୍କୁ ମିଳିପାରିଛି । ସମସ୍ତ ଶ୍ରମିକ ବିହାରର ବୋଲି ସୂଚନା ରହିଛି । ତେବେ ଶ୍ରମିକମାନଙ୍କ ଉଦ୍ଧାରକାର୍ଯ୍ୟରେ ଏସଡିଆରଏଫ୍, ବିଏସଏଫ୍ ଓ ଆସାମ ରାଇଫଲ୍ ନିୟୋଜିତ ହୋଇଛନ୍ତି । ଏପର୍ଯ୍ୟନ୍ତ ଶବ ଚିହ୍ନଟ ହୋଇପାରିନାହିଁ ।
BREAKING NEWS
- ବିନା ଅନୁମତିରେ ଗଛ କାଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ
- ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ୫ ଶିଶୁ ଗୁରୁତର
- ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ
- କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ
- ଆଜି ସନ୍ଧ୍ୟା ସୁଦ୍ଧା ଆଣ୍ଡାମାନ ସାଗରରେ ହୋଇପାରେ ଲଘୁଚାପ କ୍ଷେତ୍ର ସୃଷ୍ଟି
- ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କାର ଆୟକର ଦେଉଛି ବିସିସିଆଇ
- ଆସୁଛି ପାର୍ବଣ, କିଏ ସମ୍ଭାଳିବେ କମିଶନରେଟ୍ ପୋଲିସର ମଙ୍ଗ? ନୂଆ ଡିସିପି ପଦ ପାଇଁ ଏକାଧିକ ଆଇପିଏସଙ୍କ ନାଁ ଚର୍ଚ୍ଚାରେ
- ବିରୋଧର ନୂଆ ତରିକା: ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗିଲେ ଅସନ୍ତୁଷ୍ଟ ଯୁବକ
- ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ଓ ଦର ନିର୍ଦ୍ଧାରଣ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ

Comments are closed.