କି ବା ଅସାଧ୍ୟ ମହୀତଳେ
ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…
ଦୃଢ ଇଚ୍ଛାଶକ୍ତି ଆଉ କଠୋର ସାଧନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ତା’ର ଅନେକ ଉଦାହରଣ ରହିଛି । ତନ୍ମଧ୍ୟରୁ ଏକ ଜ୍ୱଳନ୍ତ ଉଦାହରଣ ହେଲେ ପର୍ବତାରୋହୀ ଅରୁଣିମା । ତାଙ୍କର ଜୀବନରେ ଆସିଥିବା ଭୟଙ୍କର ବିପର୍ଯ୍ୟୟମାନଙ୍କୁ ଦୃଢ ଭାବରେ ସାମନା କରି…