ଗୁରବେ ନମଃ
ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…
ସେଦିନ ଅଫିସରେ କିଛି ଜରୁରୀ କାମ ସାରି ଘରକୁ ଫେରିବା ବେଳକୁ ରାତି ଆଠଟା ବାଜିଲାଣି। ଏଇ ସମୟଟା ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମର ସମୟ। ପ୍ରତି ଟ୍ରାଫିକରେ ଅତି କମରେ ପନ୍ଦର ମିନିଟ୍ ଅଟକିବା ପାଇଁ ପଡିବ। ପଚିଶ କିଲୋମିଟର ଦୂରରେ ତା’ର ଘରମାନେ…