Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାଫିଲା ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ସସପେଣ୍ଡ

ଆସାମ: ଦକ୍ଷିଣ ଆସାମର ସିଲଚରରେ ଟ୍ରାଫିକ୍ ପରିଚାଳନା କରୁଥିବା ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କାରକେଡ ଯିବା ସମୟରେ ଏକ ଗୁରୁତର ରୋଗୀ ଯାଉଥିବା ଆମ୍ବୁଲାନ୍ସକୁ କିଛି ସମୟ ପାଇଁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ । ମୁଖ୍ୟମନ୍ତ୍ରୀ ଏସବୁ ଜାଣିବା…

Actress Nushrratt Injured: ଏୟାର ଆମ୍ବୁଲାନ୍ସରେ ବାଲିରୁ ଆସିବେ ମୁମ୍ବାଇ

ମୁମ୍ବାଇ: ରାମସେତୁ ଫେମ୍ ଅଭିନେତ୍ରୀ ନୁସରତ ଭାରୁଚା ଆହତ । ସୁଟିଂ ତଥା ହଲିଡେ ଟ୍ରିପ୍‌ରେ ବାଲି ଯାଇଥିବା ବେଳେ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ଇଣ୍ଡୋନେସିଆର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସରେ…

Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ

ମଧ୍ୟପ୍ରଦେଶ: ପୁଣି ମଧ୍ୟପ୍ରଦେଶରେ ଫେରିଛି ଚିତା ଆନ୍ଦୋଳନ । ପାନ୍ନା ଗାଁରେ ଡ୍ୟାମ୍ ପ୍ରକଳ୍ପକୁ ବିରୋଧ । ବର୍ଷା ଓ ଜଳବନ୍ଦୀ ସ୍ଥିତି ସତ୍ୱେ ଲଗାତର ୨୦ ଦିନ ଧରି ଜାରି ରହିଛି ଆନ୍ଦୋଳନ । ମଧ୍ୟପ୍ରଦେଶରେ ବିସ୍ଥାପିତ ଆଦିବାସୀମାନଙ୍କ ଚିତା ଆନ୍ଦୋଳନ କଥା ତ ମନେ ଥିବା ଏବେ ପୁଣି…

Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ

ମୁମ୍ବାଇ: ବାଳିକା ବଧୂ ଫେମ୍ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲ।। ୧୦ ବର୍ଷ ପରେ ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ । ପ୍ରତ୍ୟୁଷା ଆତ୍ମହତ୍ୟା ମାମଲାରେ ସେତେବେଳର ତାଙ୍କ ପୁରୁଷବନ୍ଧୁ ଅଭିନେତା ତଥା ପ୍ରଯୋଜକ ରାହୁଲ ରାଜ୍ ସିଂହଙ୍କୁ ମୁକ୍ତ କରିଛନ୍ତି ବମ୍ବେ…

US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ

ଆମେରିକା: ଦୁଇଟି ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡ ପ୍ରୟାସରୁ ବଂଚିଗଲେ ଆମେରିକାର ମୃତ୍ୟୁଦଣ୍ଡ ପାଇଥିବା କଏଦୀ । ପ୍ରଥମ ଟେନେସି ମହିଳା କ୍ରିଷ୍ଟା ପାଇକ୍ ମୃତ୍ୟୁଦଣ୍ଡ ପାଇଁ ଦିଆଯାଇଥିବା ଦୁଇଟି ଘାତକ ଇଂଜେକ୍ସନ ପରେ ବି ବଂଚିଯାଇଥିବାରୁ ତାଙ୍କୁ ମେଡିକାଲରେ ଭତି ର୍ କରାଯାଇଛିି । ଏକ…

UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର

ଉତ୍ତରପ୍ରଦେଶ : ଧର୍ମସ୍ଥଳ ଲୋଭରେ ଅଧର୍ମୀ ପାଲଟିଯାଉଛି ମଣିଷ । ଠାକୁରଙ୍କ ନାଁରେ ଜୀବନ ନେବାକୁ ବି ପଛାଉନିା ୟୁପି ଶାହାଜାହାନପୁରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡିଦେଲା ଦୁର୍ବୃତ୍ତ । ଅଭିଯୁକ୍ତ ସୁମିତ ସିଂକୁ ଗିରଫ କରି…

ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ, ହେଲେ ଏବେ ଘରେ ପଶି ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା ବେହେରା ସାହି ଅଂଚଳରେ । ବୁଧବାର ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା…

Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ

କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ ଆଉ ୮ଜଣ…

Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର

ଇଣ୍ଡୋନେସିଆ: ଜେଲରେ ବିଳାସପୂର୍ଣ୍ଣ ରୁମ୍, ତେଜିଲା ଜନ ଆସନ୍ତୋଷ, ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବିଳାସପୂର୍ଣ୍ଣ କୋଠା । କୋଠା କହିଲେ ଭୁଲ୍ ହୋଇଯିବ । ସୂଚନା ଅନୁସାରେ ଏହା ହେଉଛି ଏକ ଜେଲ୍ । ହେଲେ ଜେଲ୍ ଭିତରେ କଏଦୀଙ୍କ ।ଇଁ ଥିଲା ବିଳାସପୂର୍ଣ୍ଣ ହୋଟେଲ ସୁବିଧା । ଏ ଖବର ପ୍ରଘଟ…

J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ

ବ୍ୟୁରୋ: ବୁଧବାର ଜମ୍ମୁକାଶ୍ମୀରରେ ଏନକାଉଂଟର । ବଡଗାମ ଜିଲ୍ଲାର ୟୁସମର୍ଗ ଅଂଚଳରେ ସୁରକ୍ଷାବାହିନୀଙ୍କୁ ବଡ ଧରଣର ସଫଳତା ମିଳିଛି । ପହଲଗାମ୍ ଆଟାକ୍ର ବଦଲା ନେଇଛି ସେନା । ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନର ପୂର୍ବତନ ଏସଏସଜି କମାଣ୍ଡର ନିପାତ ହୋଇଛି । ଲସ୍କର-ଏ-ତୋଇବାର ଉଚ୍ଚ…