Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
ମୁମ୍ବାଇ: ଆଉ ଦେଖିବାକୁ ମଳିବନି କଫି ଉଇଥ୍ କରଣ ଚାଟ୍ ଶୋ । ଦୀର୍ଘ ୨୨ବର୍ଷ ପରେ ବନ୍ଦ ହୋଇଯିବ ଦର୍ଶକଙ୍କ ପ୍ରୀୟ ଚାଟ୍ ଶୋ । ବଲିଉଡ ସେଲିବ୍ରିଟିଙ୍କୁ ନେଇ ଗୋଟେ ଦଶନ୍ଧି ଧରି ଚାଲିଥିବା ଏହି ଟକ୍ ଶୋ ଏବେ ବନ୍ଦ ହେବାକୁ ଯାଉଛି । ଏନେଇ ଏକ ଭାବପୂର୍ଣ୍ଣ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଂଟରେ…