Latest Odisha News

BREAKING NEWS

ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ

ବ୍ୟୁରୋ: ଆଉ ନାହାନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସିଙ୍ଗିଥମ୍ ଶ୍ରୀନିବାସ ରାଓ । ୧୯୩୧ ମସିହା ସେପଟେମ୍ବର ୨୧ରେ ଆନ୍ଧ୍ରପ୍ରଦେଶର ଗୁଡୁରଠାରେ ଜନ୍ମ ନେଇଥିଲେ ସିଙ୍ଗିଥମ୍ । ବିଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏଲ.ଭି ପ୍ରସାଦଙ୍କ ସହଯୋଗୀ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ ।…

Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !

ପଂଜାବ: କଂଗ୍ରେସର ନୂଆ ଚାଲ୍ । ପଂଜାବ ରାଜନୀତିରେ ଆସିଲା ପଦ୍ମଶ୍ରୀ ପରଗତ ସିଂଙ୍କ ସମୟ । ପଂଜାବ କମାଣ ଧରିଥିବା ଅର୍ଜୁନ ପୁରସ୍କାରପ୍ରାପ୍ତ ପରଗତ୍ ସିଂଙ୍କ ଚର୍ଚ୍ଚା । ପୂର୍ବତନ ହକି ଖେଳାଳି ପରଗତ ସିଂଙ୍କୁ କଂଗ୍ରେସ ନିଜ ପଂଜାବ ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେବା ପରେ ରାଜ୍ୟ ରାଜନୀତିରେ…

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍‌ରେ ଏକ ଆତ୍ମହତ୍ୟା ଘଟଣାରେ ଜଡିତ ଥିଲେ ଜ୍ଞାନେଶ…

Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍

ବ୍ୟୁରୋ: ଦେଶ ଦେଖିଛି ଏମିତ ଏକ ମହାମାରୀ ଯାହା ଜୀବନ ଜିଇଁବାକୁ ତୁଛ କରିଦେଇଛି । କେତେ ମାନସିକ ଓ ଶାରିରୀକ ଭାବେ ଦୃଢ ଥିବା ଲୋକଙ୍କ ଜୀବନ ନେଇଥିଲା କରୋନା ଭାଇରସ୍ । ତାପରେ ଏବେ ଲୋକ ଅଂଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛନ୍ତି ସତ ହେଲେ କେବେ କେଉଁ ରୋଗରେ ଯେ କିଏ ମୃତ୍ୟୁବରଣ କରୁଛି…

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର

ଭୁବନେଶ୍ୱର: ଭୁବନେଶ୍ୱର: ରାଜଧାନୀର ଅପରାଧୀ ସାବଧାନ୍ । ଆକ୍ସନମୋଡରେ କମିଶନରେଟ୍ ପୋଲିସ । ଅପରାଧ କରିବାରୁ ଦୂରେଇ ରୁହନ୍ତୁ , ନଚେତ୍ ଖୋଜି ଖୋଜି ପୋଲିସ ଏଣିକି କରିବ ଅନସ୍ପଟ୍ ଫୈସଲା । ୩ଦିନ ତଳର ଦୁଷ୍କର୍ମ ମାମଲାକୁ ଏନକାଉଂଟରରେ ସାରିଲା ରାଜଧାନୀର ପୋଲିସ ଟିମ୍ । ନୟାପଲ୍ଲୀ ଅଂଚଳରେ…

ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍‌, ଦୀୱାଲି ପରେ ରିଲିଜ୍ ପ୍ଲାନ୍

ମୁମ୍ବାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଭାଇଜାନ ଏବଂ ତାଙ୍କ ଫ୍ୟାନ୍ ଖୁସ୍ । ସଲମାନଙ୍କ ଅପକମିଂ ଫିଲ୍ମ ମାତୃଭୂମିକୁ ମିଳିଛି ସରକାରଙ୍କ ଗ୍ରୀନ ସିଗନାଲ୍ । ଖୁବସୀଘ୍ର ରିଲିଜ୍ ହେବ ଫିଲ୍ମ ମାତୃଭୂମି- ମେ ୱାର୍ ରେଷ୍ଟ ଇନ୍ ପିସ୍ । ଦୀପାବଳି ପରେ ଫିଲ୍ମଟି ରିଲିଜ୍ ହେବ ବୋଲି ସୂଚନା ମିଲିଛି ।…

Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାରର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। …

ଫେରିଛି କୋଭିଡ ମହାମାରୀ ପୂର୍ବସ୍ଥିତି, ବଢିଛି ଆୟୁଷ ହାର : WHO

ଜେନେଭା: WHOର ଗ୍ଲୋବାଲ ହେଲ୍‌ଥ ଏଷ୍ଟିମେଟ୍ ରିପୋର୍ଟରେ ଖୁସି ଖବର । ବିଶ୍ୱ ପୁଣି ଫେରୁଛି କରୋନା ପୂର୍ବସ୍ଥିତିକୁ । କୋଭିଡ ମହାମାରୀ ପୂର୍ବରୁ ଥିବା ଆୟୂଷ ହାର ପୁଣି ସାମାନ୍ୟ ସ୍ଥିତିକୁ ଆସିଛି । ୨୦୨୩ ମସିହାରେ ହାରାହାରି ଆୟୁଷ ୭୩.୩ ବର୍ଷରେ ପହଂଚିଛି । ମହାମାରୀ ଆରମ୍ଭ ହେବା ପୂର୍ବରୁ…

When Cannabis Generates Anxiety: ମସ୍ତିଷ୍କରେ ପଡେ କି ପ୍ରଭାବ ?

ଆମେରିକା: ଲୋକଙ୍କ ମାନସିକତା, ନିଶାଦ୍ରବ୍ୟ ସେବନ ଦ୍ୱାରା ଟେନସନ ଦୂର ହୁଏ । ସେ ଗୁଟକାଠାରୁ ନେଇ ସିଗାରେଟ୍ କି ଆଲକହଲ୍ ଅବା ଗଞ୍ଜେଇ, ସବୁ ଆମ ଶରୀର ପାଇଁ ବରଂ ମାରାତ୍ମକ । ଚିନ୍ତାଗ୍ରସ୍ତ ଥିଲେ ନିଶା ସେବନ କରିବା ଘାତକ ସାବ୍ୟସ୍ତ ହୋଇପାରେ । ଆପଣଙ୍କ ମସ୍ତିଷ୍କକୁ ସବୁଦିନ ପାଇଁ କାମ…

Hunger For ODIs and T20s: ରେଡ୍ ବଲ୍‌କୁ ବାଏ ବାଏ କଲେ ଚହଲ

ବ୍ୟୁରୋ: ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବଡ ଘୋଷଣା । ଆଉ ଖେଳିବେନି ଫାଷ୍ଟକ୍ଲାସ୍ କ୍ରିକେଟ୍ । ଦୀର୍ଘ ୧୭ ବର୍ଷର ଏହି ରେଡ୍ ବଲ୍ କ୍ରିକେଟ୍ ଯାତ୍ରାରୁ ଅବସର ଘୋଷଣା କରିଛନ୍ତି ଚହଲ । ୨୦୦୯ରେ ହରିୟାଣାରୁ ଫାଷ୍ଟ-କ୍ଲାସ୍ କ୍ୟାରିଅର ଆରମ୍ଭ କରିଥିଲେ ୟୁଜବେନ୍ଦ୍ର । ଆଗକୁ ଚହଲ…