ମହାବାହୁଙ୍କୁ ଚିଠି…
ମହାବାହୁଙ୍କୁ ଚିଠି
ଶ୍ୱେତା ରାଉତ
ହେ'ମହାବାହୁ,
ତୁମେ କେବେ ପଚାରିନ ସେ କେମିତିଅଛି
କେଉଁ ପ୍ରାବଲ୍ୟତାକୁ ନେଇ ବଞ୍ଚିଛି
କେବେ ଦେଖିନାହଁ
ଜୀବନର ବାସ୍ତବ ସ୍ୱରୂପ ଖୋଜି ଖୋଜି
ସେ କେମିତି ବନ୍ଦୀ ହୋଇଯାଇଛି
ତମସାଚ୍ଛନ ମାୟା ସଂସାରରେ !
ପାରିବ ଯଦି ତୁମ ଦେବତ୍ବର ଦିବ୍ୟ ଦୃଷ୍ଟି…