Latest Odisha News

BREAKING NEWS

ମହାବାହୁଙ୍କୁ ଚିଠି…

ମହାବାହୁଙ୍କୁ ଚିଠି ଶ୍ୱେତା ରାଉତ ହେ'ମହାବାହୁ, ତୁମେ କେବେ ପଚାରିନ ସେ କେମିତିଅଛି କେଉଁ ପ୍ରାବଲ୍ୟତାକୁ ନେଇ ବଞ୍ଚିଛି କେବେ ଦେଖିନାହଁ ଜୀବନର ବାସ୍ତବ ସ୍ୱରୂପ ଖୋଜି ଖୋଜି ସେ କେମିତି ବନ୍ଦୀ ହୋଇଯାଇଛି ତମସାଚ୍ଛନ ମାୟା ସଂସାରରେ ! ପାରିବ ଯଦି ତୁମ ଦେବତ୍ବର ଦିବ୍ୟ  ଦୃଷ୍ଟି…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

କିଛି କଥା ବାକି ଥାଉ…

କିଛି କଥା ବାକି ଥାଉ... ଶ୍ୱେତା ରାଉତ ଶତାବ୍ଦୀ ଆରମ୍ଭରୁ ଝୁଣ୍ଟି ପଡି ଚାଲୁଥିଲି ଏକା ଏକା ଠିକଣା ଜାଣିନଥିବା ଗନ୍ତବ୍ୟର ଅନ୍ୱେଷଣରେ କାଇଁ କେହି ତ କହିନଥିଲେ ମୋ ପାଇଁ ପାଲଟିଯିବାକୁ ଆଲୋକବର୍ତ୍ତିକା ! କେହି ତ ଦେଖି ପାରୁନଥିଲେ ପଥର ମୂର୍ତ୍ତିର ଲୁହ! କେହି ତ ପାଣି ଛାଟି ଉଠାଇ…

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ…