Latest Odisha News

BREAKING NEWS

ବଡ଼ଯାତ୍ରା ଅବସରରେ ମାଲକାନଗିରିରେ ଜମିଥିଲା ମଦ ମେଳା

ମଦ ମେଳା । ଶୁଣିବାକୁ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କେବେ ଦେଖିନଥିବେ ଏମିତି ମେଳା । ବଡଯାତ୍ରା ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମଦ ମେଳାର ଆସର । କୋୟା ଆଦିବାସୀ ସମ୍ପ୍ରଦାୟର ଲୋକେ ଆୟୋଜନ କରିଥାନ୍ତି ଏହି ପାରମ୍ପରିକ ମଦ ମେଳା । ଯେଉଁଥିରେ ସାମିଲ ହୋଇଥାନ୍ତି ପିଲାଠୁ ବୁଢା ସମସ୍ତେ । 

 

Leave A Reply

Your email address will not be published.