ପୁରୀ: ଅଦରକାରୀ କାଗଜରେ କଳାକୃତି । ମୂର୍ତ୍ତି ନିର୍ମାଣ ବି ହେଉଛି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି କଳାକୃତି ନିର୍ମାଣ କରିଛନ୍ତି ପୁରୀର ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ । ଅଦରକାରୀ କାଗଜରେ ସେ ନିର୍ମାଣ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନ୍ଦର ମୂର୍ତ୍ତି । ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ କରିଛନ୍ତି ।

ପୁରୀ ଦତ୍ତତୋଟା ଜଗନ୍ନାଥ ଲେନର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଏହି ମୂର୍ତ୍ତି ଗଢିବାରେ ୨ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରିଛନ୍ତି । ଏଥିପାଇଁ ୪ଘଣ୍ଟା ସମୟ ଲାଗିଛି । ରଙ୍ଗ, ମଇଦା, ଜରି, ଅଠା ଇତ୍ୟାଦିରେ ନିର୍ମାଣ କରିଛନ୍ତି ସୁନ୍ଦର ଓ ମନଲୋଭା ମୂର୍ତ୍ତି । ଏହାର ଉଚ୍ଚତା ପ୍ରାୟ ୨୦ ଇଞ୍ଚ ଏବେ ଓସାର ୯ଇଞ୍ଚ ।
BREAKING NEWS
- PNG ଉପଭୋକ୍ତାଙ୍କୁ ମିଳିବନି LPG କନେକ୍ସନ… ଗ୍ୟାସ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି
- ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
- ଗରିଆପାଲି ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତ ମୃତ
- ବିବାହ ବନ୍ଧନରେ ବାନ୍ଧି ହେଲେ କୁଲଦୀପ ଯାଦବ, ଭାଇରାଲ ହେଉଛି ଏଣ୍ଟ୍ରି ଭିଡିଓ
- ରାଜ୍ୟସଭା ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
Comments are closed.