Latest Odisha News

BREAKING NEWS

କେତେ ଉପକାରୀ ପବିତ୍ର ଓଁକାର ଉଚ୍ଚାରଣ; ଜାଣନ୍ତୁ…

ଭୁବନେଶ୍ୱର: ଯେଉଁ ପରିବାରରେ କ୍ଳେଶ,ଅଶାନ୍ତି ସବୁବେଳେ ଲାଗି ରହୁଥିବ ସେମାନଙ୍କ ପୂଜା ସ୍ଥାନରେ କିମ୍ବା ଘରର କବାଟ ରେ ଓଁ ଲେଖାଗଲେ ଶାନ୍ତିର ବାତାବରଣ ଉତ୍ପନ ହୋଇଥାଏ । ସବୁ କାମ ଆପେ ଆପେ ଶାନ୍ତିପୂର୍ବକ ହୋଇଯାଇଥାଏ ।

୧.

ଓଁ ର ସ୍ଥାପନା କରିବା ସମୟରେ ଶ୍ରୀଗଣେଷ ମନ୍ତ୍ର ଉଚ୍ଚାରଣ କରନ୍ତୁ । ସବୁ ପ୍ରକାର ବାଧା,ବିଘ୍ନ ଦୂର ହୋଇଯାଇଥାଏ ।

୨.

ଯଦି କୌଣସି ଲୋକ ନିଜ ଅଫିସରେ କାମ କରିବା ସମୟରେ ଅଶାନ୍ତି ଅନୁଭବ କରୁଛି ତେବେ ସେ ନିଜ ଗ୍ଧରଭକ୍ଷର ଉପରେ କିମ୍ବା ପାଖରେ ଓଁ ରଖି ଏହାକୁ ଏକାଗ୍ରତା ର ସହ ମନେ ମନେ ଉଚ୍ଚାରଣ କରିଲେ ମନରେ ଶାନ୍ତି ଆସିଥାଏ । କାମ ପ୍ରତି ଆଗ୍ରହ ବି ଆସିଥାଏ ।

୩.

ବିଶେଷ କରି ବିଦ୍ୟାର୍ଥୀ ମାନେ ନିଜ ସ୍କୁଲ ବ୍ୟାଗ ରେ ଓଁ କୁ ରଖୀ କିଛି ସମୟ ଏହାକୁ ମନେ ମନେ ଉଚ୍ଚାରଣ କଲେ ଖରାପ ଶକ୍ତି ର ବିନାଶ ହୋଇଥାଏ ।ନିଜ ଭିତରେ ଥିବା ରାଗ,ଚିଡିଚିଡା ପ୍ରକୃତି ଦୂର ହୋଇଥାଏ ।ପାଠ ପ୍ରତି ଆଗ୍ରହ ବଢ଼ିଥାଏ ।

୪.

ଘରର କୌଣସି କୋଣ ଅଶୁଭ ଥିଲେ ନିଜ ଘରର ଚାରି କୋଣରେ ଧାତୁରେ ନିର୍ମିତ ଓଁ ଓହଳାଇଲେ ଅଶୁଭତ୍ୱ ଦୂର ହୋଇଥାଏ ।

୫.

ନିଜ ଗାଡ଼ିରେ ଓଁ ଲେଖି ଲଗାନ୍ତୁ । ମନ ବିଚଳିତ ଓ ଦୁର୍ଘଟଣା ରକ୍ଷା ପାଇବେ ।

Leave A Reply

Your email address will not be published.