Latest Odisha News

BREAKING NEWS

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଭୃଗୁ ବକ୍‍ସିପାତ୍ରଙ୍କୁ ୯୪୮୪୪ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଚନ୍ଦ୍ରଶେଖର ସାହୁ ସମୁଦାୟ ୪୪୩୮୪୩ ଭୋଟ୍‍ ପାଇଥିବାବେଳେ ଭୃଗୁ ବକ୍‍ସିପାତ୍ରଙ୍କୁ ମିଳିଛି ୩୪୮୯୯୯ଟି ଭୋଟ୍‍ । କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ ୧୪୨୬୩୨ଟି ଭୋଟ୍‍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.