ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬୩୯୩୯ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସୁରେଶ ପୂଜାରୀ ସମୁଦାୟ ୫୮୧୨୪୫ ଭୋଟ୍ ପାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ୫୧୭୩୦୬ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ଦେବତା ୧୦୯୪୧୭ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ଟିଏମସି ପାଇଁ ତିଆରି ହୋଇଥିଲା ଦେଢ଼ ଲକ୍ଷ ପତାକା, ଏବେ ଚିହ୍ନ ରଦ୍ଦ ଆଶଙ୍କାରେ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ
- ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିଶ୍ୱରେକର୍ଡ
- ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ ଦାବି: ଜନସ୍ୱାର୍ଥ ମାମଲାର ଶୁଣାଣି କରି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
- ଖାଉଟିଙ୍କ ପାଇଁ ବଡ଼ ଆଶ୍ୱସ୍ତି: ବିଶ୍ୱ ବଜାରରେ କମିବ ତୈଳ ଦର, ସାଉଦି ଆରାମକୋ ଆରମ୍ଭ କଲା ତୈଳ ଯୋଗାଣ
- ମହଙ୍ଗା ରିଚାର୍ଜରୁ ମୁକ୍ତି: ନିଜ ଇଚ୍ଛା ଅନୁଯାୟୀ କେବଳ କଲିଂ ପ୍ଲାନ୍ ବାଛିପାରିବେ ଗ୍ରାହକ
- ଟାଟା ସନ୍ସରେ ବିଭାଜନ ପ୍ରସ୍ତାବ! ଆରବିଆଇ ନିୟମରୁ ବର୍ତ୍ତିବା ପାଇଁ ନୋଏଲ୍ ଟାଟାଙ୍କ ନୂଆ ଚାଲ୍
- ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ନେବାକୁ କାହିଁକି ମନା କରୁଛନ୍ତି ମାଲିକ? ଜାଣନ୍ତୁ ଏହା ପଛର ଗଣିତ
- ରାଜଧାନୀକୁ ମିଳିଲେ ନୂଆ ଡିସିପି, ରାଜ୍ୟର ୪ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ
- ଆଇସିସି ଟି୨୦ ର୍ୟାଙ୍କିଙ୍ଗରେ ପୂନର୍ବାର ଶୀର୍ଷକୁ ଫେରିଲା ଟିମ ଇଣ୍ଡିଆ
- 72nd National Film Awards: ଅନନ୍ତ ନାଗ ପାଇଲେ ଦାଦା ସାହେବ ଫାଲକେ

Comments are closed.