Latest Odisha News

BREAKING NEWS

ଭୁବନେଶ୍ୱର କୋର୍ଟର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟର ସବ ଇନସ୍ପେକ୍ଟର(ସିଏସ୍‌ଆଇ) କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଗତକାଲି ରାତିରୁ ଆରମ୍ଭ ହୋଇଥିବା ବିଶୋଧନ କାମ ନ ସରିବା ଯାଏଁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜରୁରୀ ମାମଲାର ଶୁଣାଣି ଥିଲେ ଆବାସିକ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ କିମ୍ବା ଜିଟସୀ ସଫ୍ଟୱେୟର ଜରିଆରେ କରାଯିବ ବୋଲି କୋର୍ଟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.