Latest Odisha News

BREAKING NEWS

ବସ୍‌କୁ ୫ ଲକ୍ଷ ୬୬ ହଜାର ଜରିମାନା

ଭୁବନେଶ୍ୱର: ଯାତ୍ରୀବାହୀ ବସ୍‌କୁ ମୋଟା ଅଙ୍କର ଫାଇନ୍ । ୫ ଲକ୍ଷ ୬୬ ହଜାର ଟଙ୍କାର ଫାଇନ୍ କରିଛି ଭୁବନେଶ୍ୱର ଆର୍‌ଟିଓ-୨ । କରୋପୁଟ-ଭୁବନେଶ୍ୱରକୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‌ ଟିର ବୈଧ ଷ୍ଟେଜ କ୍ୟାରେଜ ପରମିଟ ନଥିବାରୁ ଭୁବନେଶ୍ୱର ଆର୍‌ଟିଓ-୨ ଏହି ମୋଟା ଅଙ୍କର ଜରିମାନା କରିଛି । ୨୦୧୯ରୁ ଏଯାଏଁ ଏମ୍‌ଭି ଟ୍ୟାକ୍ସ ମଧ୍ୟ ଦେଇନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.