ଘରୋଇ ବସରେ କାମୁଡିଲା ଓଡଶ, ଏବେ ବସ୍ ମାଲିକ ଦେବେ ଲକ୍ଷେ ଟଙ୍କା କ୍ଷତିପୂରଣ
ନୂଆଦିଲ୍ଲୀ: ଦୁଇବର୍ଷ ପୂର୍ବେ ମାଙ୍ଗାଲୁରୁର ଏକ ଘରୋଇ ବସ୍ରେ ଜଣେ ମହିଳାଙ୍କୁ ଓଡଶ କାମୁଡ଼ିଥିଲା। ବର୍ତ୍ତମାନ କୋର୍ଟ ସେହି ବସ୍ କମ୍ପାନୀ ଏବଂ ବୁକିଂ ଏଜେଣ୍ଟ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ସୂଚନାନୁସାରେ,୧୬ ଅଗଷ୍ଟ ୨୦୨୨ରେ ଦୀପିକା ସୁବର୍ଣ୍ଣା ନାମକ ଜଣେ ମହିଳା…