ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡ୍ପତି ୧୩ ଉପସ୍ଥାାପନା କରୁଛନ୍ତି। ତେବେ ଆପଣ ଜାଣିଛନ୍ତି କି ଅମିତାଭ ଅଭିନେତା ନୁହେଁ ବରଂ ଆଇଏଫ୍ଏସ୍ ଅଧିକାର ହେବାକୁ ଚାହୁଁଥିଲେ।
ତାଙ୍କର ପ୍ରଥମ ପସନ୍ଦ ଥିଲା ଜଣେ ଆଇଏଫ୍ଏସ୍ ଅଫିସର୍ ହେବା। ସୁପରଷ୍ଟାର ବିଗ୍ ବି ପ୍ରକାଶ କରିଛନ୍ତି ଯେ ସେ ଅଭିନେତା ହେବା ବଦଳରେ ଆଇଏଫଏସ (ଭାରତୀୟ ବନ ସେବା) ଅଧିକାରୀ ହେବାକୁ ଚାହୁଁଥିଲେ।
ଏହାର ଖୁଲାସ ସେ କୌନ୍ ବନେଗା କରୋଡ୍ପତିରେ ୧୩ରେ ଖୁଲାସା କରିଛନ୍ତି। ବିଗ୍ ବି ପ୍ରକାଶ କରିଛନ୍ତି ଯେ ସେ ଜଣେ ଆଇଏଫ୍ଏସ୍ ଅଫିସର୍ ହେବାକୁ ଚାହୁଁଥିଲେ କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା।
Comments are closed.