ମୁମ୍ବାଇ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଜଣେ ସାଧୁ ମୁଣ୍ଡରେ ସୌରଶକ୍ତି ଚାଳିତ ପଙ୍ଖା ଲଗାଇଥିବା ଦୃଶ୍ୟ ବେଶ୍ ଆକୃଷ୍ଟ କରିଛି । ଏହାର ଭିଡ଼ିଓକୁ ନିଜେ ବିଗ୍ ବି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସାଧୁ ଜଣକ ଗେରୁଆ ଡ଼୍ରେସ ପିନ୍ଧିବା ସହ ହାତରେ ଘଣ୍ଟା ଲଗାଇଛନ୍ତି । ସେ ମୁଣ୍ଡରେ ହେଲମେଟ୍ ଉପରେ ଏକ ସୌରଶକ୍ତି ପ୍ୟାନେଲ ଲାଗିଥିବା ପଙ୍ଖା ଲଗାଇଛନ୍ତି, ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ଗରମରୁ ରକ୍ଷା ପାଇବା ପାଇଁ ସେ ଏଭଳି ଅଭିନବ ପନ୍ଥା ଆପଣାଇଛନ୍ତି । ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏଥିରେ ଆକର୍ଷିତ ହୋଇ ଅମିତାଭ ଟ୍ୱିଟରରେ ଲେଖିଛନ୍ତି ଯେ, ‘ଭାରତ ଉଦ୍ଭାବନର ଜନନୀ । ଭାରତ ମାତା କି ଜୟ ।’
BREAKING NEWS
- ଭବାନୀପାଟଣାରେ ଫୁଟିଲା ଗୁଳି, ଜଣେ ଗିରଫ
- ମହାରାଷ୍ଟ୍ରରେ ମୁସଲିମ କୋଟା ରଦ୍ଦ; ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମିଳିବନି ସଂରକ୍ଷଣ
- Solar Eclipse: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଲା ପୃଥିବୀର ସବୁଠାରୁ ଚମତ୍କାର ସୂର୍ଯ୍ୟଗ୍ରହଣ, ଆପଣ ବି ହୋଇଯିବେ ମନ୍ତ୍ରମୁଗ୍ଧ…
- PF ସୁଧ ହାର ବଢ଼ିବ ନା କମିବ ? ମାର୍ଚ୍ଚ ୨ରେ ବଡ଼ ନିଷ୍ପତ୍ତି
- ଚୀନ ରୋବୋଟିକ୍ ଡଗ ବିବାଦ; ଏଆଇ ସମିଟରୁ ବିଦା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ
- ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୩ ଦିନ ପ୍ରବଳ ବର୍ଷା
- ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା
- କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
- ଏହି ଦେଶର ଲୋକେ ପାଳନ୍ତି ନାହିଁ ସେମାନଙ୍କର ଜନ୍ମଦିନ, କାରଣ ଜାଣି ହୋଇଯିବେ ତାଜୁବ..
- India France Deal: ରାଫେଲ, ହାମର, ପିନାକା… ଭାରତ-ଫ୍ରାନ୍ସ ବନ୍ଧୁତାରୁ ବିଶ୍ୱକୁ ବଡ଼ କୂଟନୈତିକ ବାର୍ତ୍ତା, ଆତ୍ମନିର୍ଭର ଭାରତର ପ୍ରତିଫଳନ…
Comments are closed.