Latest Odisha News

BREAKING NEWS

ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର : ବୋଲେରୋ ଧକ୍କାରେ ବାଇକ୍‌ ଆାରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି  ସମ୍ବଲପୁର ଜିଲ୍ଲା ଧନୁପାଲି ମହାବୀରପଡ଼ା ନିକଟରେ । ମୃତକ ଭତରା ଅଞ୍ଚଳର ରଞ୍ଜିତ ବୋଲି ଜଣାପଡ଼ିଛି । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ମୃତକ ରଞ୍ଜିତ ବାଇକରେ ଘରକୁ ଫେରୁଥିଲେ ।

ବୋଲେରୋଟି ଭୁବନେଶ୍ବରରୁ ସମ୍ବଲପୁର ଆସୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା । ଯାହାଫଳରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ଘଟାଇଥିବା ବୋଲେରୋଟି ଆରଡିସିଙ୍କ ସେକ୍ରେଟାରୀଙ୍କର ବୋଲି ଜଣାପଡ଼ିଛି । କେବଳ ଏତିକି ନୁହେଁ  ବୋଲେରୋଟି ରଞ୍ଜିତଙ୍କୁ ଧକ୍କା ଦେବା ପରେ   ନିକଟରେ ଥିବା ଟିଫିନ୍ ଷ୍ଟଲକୁ ମଧ୍ୟ ଧକ୍କା ଦେଇଛି ।

Leave A Reply

Your email address will not be published.