Latest Odisha News
Browsing Tag

Bolero Accident

ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର : ବୋଲେରୋ ଧକ୍କାରେ ବାଇକ୍‌ ଆାରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି  ସମ୍ବଲପୁର ଜିଲ୍ଲା ଧନୁପାଲି ମହାବୀରପଡ଼ା ନିକଟରେ । ମୃତକ ଭତରା ଅଞ୍ଚଳର ରଞ୍ଜିତ ବୋଲି ଜଣାପଡ଼ିଛି । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ମୃତକ ରଞ୍ଜିତ ବାଇକରେ ଘରକୁ ଫେରୁଥିଲେ ।…

ବୋଲେରୋ ଦୁର୍ଘଟଣାରେ ୧୩ ଜଣ ଆହତ

ବରଗଡ଼: ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲ ବୋଲେରୋ । ଏଥିରେ ୧୩ ଜଣ ଆଙତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଘୁଲିପାଳି ଛକଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲୁଥିବା ଗାଈକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା…

ବୋହୂ ଦେଖି ଫେରିବା ରାସ୍ତାରେ ଓଲଟିଲା ବୋଲେରୋ, ୧୨ ଆହତ

କୋରାପୁଟ: ନିଜ ବାପ ଘରକୁ ବୁଲି ଯାଇଥିବା ବୋହୂକୁ ଦେଖିବାକୁ ଯାଇ ଫେରବା ରାସ୍ତାରେ ଓଲଟି ପଡ଼ିଲା ବୋଲେରୋ । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।…

ବୋଲେରୋ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ 

ବଲାଙ୍ଗିର : ବଲାଙ୍ଗିର ଟିଟିଲାଗଡ଼ ରୋଡ ଜଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ସାଇକେଲ ଆରୋହୀଙ୍କୁ ବୋଲେରୋ ଧକ୍କା ଦେଇଛି ।  ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ସାଇକେଲ ଆରୋହୀଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ ।   କୃଷ୍ଣଚନ୍ଦ୍ର ସାଇକେଲରେ…

ବଣଭୋଜି କରିବାକୁ ଯିବା ବେଳେ ଦୁର୍ଘଟଣା, ଜଣେ ମୃତ ଓ ୭ ଆହତ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଉଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଜଣଙ୍କର ଜୀବନ ଯାଇଥିବା ବେଳେ ଆହତ ହୋଇଛନ୍ତି ସାତ ଜଣ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି…