ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ଅଛି ।
କେଉଁ ଆସନରେ କିଏ ଆଗୁଆ ଅଛି :
ଅନୁଗୁଳ ମ୍ୟୁନିସିପାଲିଟି ୨ ନମ୍ବର ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ଉଷାରାଣୀ ସାମଲ ୯୧୮ ଭୋଟରେ ବିଜୟୀ
ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୧ରେ ବିଜେଡି ବିଜୟୀ ।
ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୨ରେ ବିଜେଡି ବିଜୟୀ ।
ବଲାଙ୍ଗିର ଜିଲ୍ଲା- ପୌରାଧ୍ୟକ୍ଷ:
ବଲାଙ୍ଗୀର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ
ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟୱାଲ ଆଗୁଆ
କଣ୍ଟାବାଂଜିରେ ବିଜେଡିର ବିନୟ ବିଭାର ଆଗୁଆ
ବାଲେଶ୍ୱର-ପୌରାଧ୍ୟକ୍ଷ:
ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ
ବରଗଡ଼-ପୌରାଧ୍ୟକ୍ଷ:-
ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ
ବିଜେପୁରରେ ବିଜେଡିର ସୀତା ବାରିକ ଆଗୁଆ
ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ
ନୟାଗଡ଼- ପୌରାଧ୍ୟକ୍ଷ:-
ନୟାଗଡ଼ ମ୍ୟୁନିସିପାଲିଟିରେ ବିଜେଡିର ନିରୂପମା ଖଟେଇ ଆଗୁଆ
ଦେବଗଡ଼ – ପୌରାଧ୍ୟକ୍ଷ:-
ଦେବଗଡ଼ରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ଆଗୁଆ
ଯାଜପୁର- ପୌରାଧ୍ୟକ୍ଷ:-
ଯାଜପୁର ବ୍ୟାସନଗର ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ବିଜୟ କୁମାର ଜେନା ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ୨୧୫ ଭୋଟରେ ହରାଇଲେ ।
କଟକ- ପୌରାଧ୍ୟକ୍ଷ:-
ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ଆଗୁଆ
ବାଙ୍କୀରେ ବିଜେଡିର ମାଣିକ ସାହୁ ଆଗୁଆ
କେନ୍ଦ୍ରାପଡ଼ା – ପୌରାଧ୍ୟକ୍ଷ:-
୫ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ନିରାକାର ସ୍ବାଇଁ ବିଜୟୀ ।
୮ ନମ୍ବର ୱାର୍ଡରେବିଜେଡିର ସ୍ମୃତିପ୍ରଜ୍ଞା ଶତପଥୀ ବିଜୟୀ ।
୬ ନମ୍ବର ୱାର୍ଡରେ ବିଜେଡିର ପ୍ରଦୀପ ଜେନା ବିଜୟୀ ।
କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ୧ ନମ୍ବର ୱାର୍ଡରେ ବିଜେଡିର ପୁଷ୍ପଲତା ବେହେରା ବିଜୟୀ ।
ଖୋର୍ଦ୍ଧା – ପୌରାଧ୍ୟକ୍ଷ:-
ବାଲୁଗାଁରେ ବିଜେଡିର ସୁକାନ୍ତି ପାଇକରାୟ ଆଗୁଆ ଅଛନ୍ତି ।
ମୟୂରଭଞ୍ଜ- ପୌରାଧ୍ୟକ୍ଷ:-
ରାଇରଙ୍ଗପୁରରେ ବିଜେଡିର ଅଭିଷେକ ପଟ୍ଟନାୟକ ଆଗୁଆ ଅଛନ୍ତି ।
ସୁନ୍ଦରଗଡ଼- ପୌରାଧ୍ୟକ୍ଷ:-
ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ଅଛନ୍ତି
Comments are closed.