ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି । ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି । ୧୫ତମ ରାଉଣ୍ଡ ସୁଦ୍ଧା ୨୭,୫୩୩ ଖଣ୍ଡ ଭୋଟରେ ଆଗୁଆ ବର୍ଷା । ବିଜେପି୫୧,୯୩୭ ଖଣ୍ଡ, ବିଜେଡି ୭୯,୪୭୦ଖଣ୍ଡ ଓ କଂଗ୍ରେସ ୨୫୪୩ ଭୋଟ୍ ରେ ଆଗୁଆ ରହିଛନ୍ତି । ୧୪ତମ ରାଉଣ୍ଡ ସୁଦ୍ଧା ୨୬,୩୫୨ ଭୋଟରେ ବିଜେଡି ଆଗୁଆ ଥିଲା । ବିଜେପି ୪୮,୩୧୪ ଖଣ୍ଡ ଭୋଟ୍, ବିଜେଡି ୭୪,୬୬୬ ଓ କଂଗ୍ରେସ ୨୩୯୩ ଭୋଟରେ ଆଗୁଆ ଥିଲେ ।
BREAKING NEWS
- କାହିଁକି ରାଜ୍ୟରେ ବଢୁଛି ବିଜୁଳି ଦର? ଗୁମର ଖୋଲିଲ ପଞ୍ଚାନନ କାନୁନଗୋ
- ରାହୁଲଙ୍କ ‘ରାଫେଲ ଡିଲ୍’ ଫେଲ୍, ୨୦୨୪ରେ ସ୍ୱପ୍ନ ପୂରଣ କରିବ କି ‘ଆଦାନୀ ପ୍ରସଙ୍ଗ’?
- ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ
- ଗୋପ ମାଟିତଳୁ ତେଲ ବାହାର କରିବାକୁ ଲାଗିଲା ରିଗ୍ ମେସିନ୍
- ‘ହେପାଜତରେ ଥିବା ବେଳେ ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ’
- ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ଆସିନି: ଆଇନ୍ ମନ୍ତ୍ରୀ
- ବୟସ ୩୯, ସନ୍ତାନ ୩୮
- ବିହାର ଝିଅକୁ ବିବାହ କରି ଠକି ଦେଲା ବାଲେଶ୍ବର ପୁଅ!
- ଝାରସୁଗୁଡାରେ ପୋଲିସ ଡିଜି ଓ ଜଷ୍ଟିସ ଜେ.ପି ଦାସ
- JEE ମେନରେ ସାଇ ଇଣ୍ଟରାନ୍ୟାସନାଲ୍ ସ୍କୁଲର ନୂଆ ରେକର୍ଡ