ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ । ସେ ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ପାଇଁ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଚ୍ୟୁତ ସାମନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଛନ୍ତି । ନିର୍ମଲା ସୀତାରମଣ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଥିବା ନେଇ ପ୍ରତିଶ୍ରୁତି ଦେଇଥିବା ବିଜେଡି ସାଂସଦ ପସନ୍ନ ଆଚାର୍ଯ୍ୟ କହିଛନ୍ତି ।
BREAKING NEWS
- Republic Day Terror Threat: ବଡ଼ ଆତଙ୍କୀ ଆକ୍ରମଣ ନେଇ ହାଇଆଲର୍ଟ, ଦିଲ୍ଲୀ ସମେତ ଏହି ସହର ଟାର୍ଗେଟରେ…
- ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର
- Bird Count: ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସନ୍ତାକାଲିଠୁ ପକ୍ଷୀ ଗଣନା…
- Teachers Fight: ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ
- Gold Reserves & Price: ସାରା ଦୁନିଆରେ କାହା ପାଖରେ ଅଛି ସର୍ବାଧିକ ସୁନା?, ରେସରେ କେଉଁଠି ଅଛି ଭାରତ ଜାଣନ୍ତୁ…
- ଡନ ୩ ପାଇଁ ସର୍ତ ରଖିଲେ ଶାହାରୁଖ: ରିପୋର୍ଟ
- Sand Mafia: ଦ୍ବୀତିୟ ଦିନରେ ବାଲି ମାଫିଆଙ୍କ ଠିକଣାରେ ଚାଲିଛି ରେଡ୍, ମିଳୁଛି ପୁଳା ପୁଳା ଟଙ୍କା…
- ମିଡ୍ ଡେ’ ଅପରେସନ ବି ଫେଲ୍: ବିଜେଡି ନେତା ଲେନିନ ମହାନ୍ତି
- ୨୫ ମାସ ପରେ ଭାରତୀୟ ଟିମକୁ ଫେରିଲେ ଶ୍ରେୟାଶ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା, ଦୁଇ ଗୋଷ୍ଠୀର ୬ ଗିରଫ
Comments are closed.