Latest Odisha News

‘ଏଲଆଇସି’ରେ ନିଯୁକ୍ତି ସୁଯୋଗ: ୩୨ ହଜାରରୁ ଅଧିକ ଦରମା

ଭୁବନେଶ୍ୱର: ‘ଏଲଆଇସି’ରେ ଚାକିରି ପାଇବାକୁ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।

‘ଏଲଆଇସି’ର ଅନେକ ପୋଷ୍ଟରେ ନିଯୁକ୍ତି ହେବାକୁ ଯାଉଛି । ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଯେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ପଦବୀ ପାଇଁ ୧୬୮ ଟି ପୋଷ୍ଟ ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀ ପାଇଁ ୫୦ ଟି ପୋଷ୍ଟ ପାଇଁ ପାର୍ଥୀ ଚୟନ କରାଯାଉଛି ।

ଆବେଦନ ପାଇଁ ଶେଷ ତାରିଖ ମାର୍ଚ୍ଚ ୧୫କୁ ସ୍ଥିର କରାଯାଇଛି ।

ପୋଷ୍ଟଗୁଡିକର ନାମ ଓ ଦରମା ସଂଖ୍ୟା

ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର: ୧୬୮ ଟି ପୋଷ୍ଟ, ଦରମା ୩୨୭୯୫ ଟଙ୍କା ।

ଆସିଷ୍ଟାଣ୍ଟ ଇଞ୍ଜିନିୟର: ୫୦ ଟି ପୋଷ୍ଟ, ଦରମା ୩୨୭୯୫ ଟଙ୍କା ।

ବୟସ ସୀମା:

ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଦରକାର ।

କିପରି କରିବେ ଆବେଦନ:

https://www.licindia.in/

 

ଆବେଦନ ଶୁଳ୍କ:

ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ – ୮୫ ଟଙ୍କା
ଅନ୍ୟ ପ୍ରାର୍ଥୀଙ୍କ ପାଇଁ – ୭୦୦ ଟଙ୍କା

ଆବେଦନ ତାରିଖ:

ଆବେଦନ ପାଇଁ ଆରମ୍ଭ ତାରିଖ: ୨୫ ଫେବୃଆରୀ ୨୦୨୦ ।
ଆବେଦନ ପାଇଁ ଶେଷ ତାରିଖ: ୧୫ ମାର୍ଚ୍ଚ ୨୦୨୦ ।

ଅନଲାଇନ୍ ପରୀକ୍ଷା ତାରିଖ : ୦୪ ଏପ୍ରିଲ ୨୦୨୦ ।

Leave A Reply

Your email address will not be published.