ଭୁବନେଶ୍ୱର: ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହୋହଲ୍ଲା । ଗୃହରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଫଳରେ ବିଧାନସଭାକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ପ୍ରଥମେ ସାଢ଼େ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଏହା ପରେ ପୁଣି ହଟ୍ଟଗୋଳ ହେବାରୁ ଦିନ ୩ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦିବଙ୍ଗତ ବିଧାୟକମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ କଂଗ୍ରେସ ସଭ୍ୟ ହଟ୍ଟଗୋଳ କରିଥିଲେ । ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରହିବା ପ୍ରସଙ୍ଗ ଉଠାଇ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ ।
BREAKING NEWS
- ବର୍ଷା ଯୋଗୁଁ ବ୍ଲାଇଣ୍ଡ ଏସିଆ କପ୍ ଫାଇନାଲ୍ ବାତିଲ୍: ବିନା ମ୍ୟାଚ୍ରେ ପାକିସ୍ତାନକୁ ବିଜେତା ଘୋଷଣା, ପୁରସ୍କାର ବିତରଣ ଉତ୍ସବ ବର୍ଜନ କଲା ଭାରତ
- Baba Dhabaleswar: ୨୧ରୁ ଧବଳେଶ୍ୱର ପୀଠରେ ସାଧାରଣ ଦର୍ଶନ ପୁନଃ ଆରମ୍ଭ;ଶ୍ରଦ୍ଧାଳୁଙ୍କ ଯାନବାହନ ପାଇଁ ସ୍ୱତନ୍ତ୍ର ପାର୍କିଂ ଯୋଜନା ପ୍ରସ୍ତୁତ
- ଭାରତ-ଏ ଦଳର ରେକର୍ଡ ବିଜୟ: ନେପାଳକୁ ୨୬ ରନ୍ରେ ଅଲ୍ଆଉଟ୍ କଲା ଟିମ୍ ଇଣ୍ଡିଆ, ୩୦୬ ରନ୍ରେ ମାରିଲା ବାଜି
- ଆଇପିଏଲ୍ ୨୦୨୭ ଅକ୍ସନ: ରିଲିଜ୍ ହୋଇଥିବା ଏହି ୫ ଜଣ ଧୁରନ୍ଧର ବଦଳାଇ ଦେବେ ଯେକୌଣସି ଟିମ୍ର ଭାଗ୍ୟ!
- ସ୍ଥଗିତ ପରୀକ୍ଷା ପାଇଁ ପୁଣି ତାରିଖ ଧାର୍ଯ୍ୟ କଲା SSB;ଡିସେମ୍ବର ୩ ଓ ୪ ତାରିଖରେ ହେବ ସିବିଟି ପରୀକ୍ଷା
- ଆସନ୍ତା ୨୨ରେ ନାରାୟଣ ସେବା ସଂସ୍ଥାନ ପକ୍ଷରୁ ମେଗା ନିଃଶୁଳ୍କ ଦିବ୍ୟାଙ୍ଗ ସଂଶୋଧନ ଶିବିର;କୃତ୍ରିମ ଅଙ୍ଗ ପାଇଁ ନିଆଯିବ ମାପ
- Kataka Baliyatra: ଐତିହାସିକ କଟକ ବାଲିଯାତ୍ରା ନୌ ଡ୍ରୋନ୍ ଜୋନ୍ ଘୋଷିତ;ରାତି ୧୧ଟା ଯାଏଁ ଲାଉଡ୍ ସ୍ପିକର ବ୍ୟବହାର…
- Militant killed in encounter:ମଣିପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା;ଜଣେ ଉଗ୍ରବାଦୀ ନିହତ
- ପିଲାବେଳର ଫଟୋରୁ ଏଆଇ ତିଆରି କଲା ବର୍ତ୍ତମାନର ଚେହେରା; ୫ ବର୍ଷ ପରେ ଉଦ୍ଧାର ହେଲେ ନିଖୋଜ ମହିଳା
- ଜଙ୍ଗଲରୁ ବାହାରି ଆସି ଖାଦ୍ୟ ମାଗିଲେ ଆୱେ ଜନଜାତିର ସଦସ୍ୟ, ଚିନ୍ତାରେ ପରିବେଶବିତ
Comments are closed.