ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶଶୀ ଭୂଷଣ ବେହେରା । ଚଳିତ ଥର ପାଞ୍ଚ ପଞ୍ଚାୟତ ନିର୍ବାଚନ ବିଜୁ ଜନତା ଦଳ ସପକ୍ଷରେ ଯିବ । । ବିରୋଧୀ ଏବେ ଠାରୁ ଛାନିଆ ହେଲେଣି ବୋଲି ଶୀଶୀ ଭୂଷଣ ବେହେରା କହିଛନ୍ତି । ବିଜୁ ଜନତା ଦଳ ଯାହା ଆକଳନ ରଖିଛି ତାହା ହେବ । ଆମେ ସର୍ବ ଆଗରେ ରହିବୁ ବୋଲି ବିଧାୟକ ଶିଶୁ ଭୂଷଣ ବେହେରା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଜନହିତକର କାମରେ ଅନୁପ୍ରାଣିତ ହୋଇ ବିରୋଧୀ ବିଜେଡିରେ ମିଶୁଛନ୍ତି । ଏହି ସବୁର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଯିବ ବୋଲି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି ।
BREAKING NEWS
- ସରକାରଙ୍କ ବଡ଼ ନିଷ୍ପତ୍ତି, ଇ-ଚାଲାଣରେ ୫୦ ପ୍ରତିଶତ ରିହାତି
- ଗଛରେ ପିଟିହେଲା ହେଲା କାର୍; ୨ ମୃତ
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଓରେଡା ସହକାରୀ ନିର୍ଦ୍ଦେଶକ
- ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ; ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା
- ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
- ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ
- ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭.୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର
- Severe Accident: ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ
- ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ;ଜାତୀୟ ଅନୁସୂଚିତ ଜାତି ଆୟୋଗର ହସ୍ତକ୍ଷେପ ଲୋଡିଲା ବିଜେଡି
- ଭୁବନେଶ୍ୱରରେ ହେବ ୨୦୨୮ ୱାର୍ଲ୍ଡ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ
Comments are closed.