Latest Odisha News

BREAKING NEWS

ଏନଡିଏରୁ ଓହରିଲା ଆରଏଲପି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ସମର୍ଥନ କରି ଆରଏଲପି ଶନିବାର ଏନଡିଏରୁ ଓହରିଯାଇଛି । ଏହାର ମୁଖ୍ୟ ହନୁମାନ ବେନିୱାଲ ୩ଟି ସଂସଦୀୟ କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏନଡିଏରୁ ଆଉ ଏକ ସହଯୋଗୀ ଅକାଳୀ ଦଳ ମଧ୍ୟ ମେଂଟରୁ ଓହରି ଯାଇଛି । କୃଷି ଆଇନ ନେଇ ବିଜେପି ଏବେ ଏକୁଟିଆ ପଡିଯାଇଛି କହିଲେ ଭୁଲ ହେବ ନାହିଁ ।

BjdElectrycity

ବେନିୱାଲଙ୍କୁ ବାରମେରରେ ଆକ୍ରମଣ ହୋଇଥିଲା । ଏହା ପରେ ସଂସଦର ହସ୍ତକ୍ଷେପ ସତ୍ୱେ ମାମଲା ଦାୟର କରାଯାଇ ନ ଥିଲା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଥି ଯୋଗୁ ସେ ବିରକ୍ତ ହୋଇ ପଡିଥିଲେ । ବିଜେପି ନିକଟରେ ୩୦୩ ସାଂସଦ ଥିବାରୁ ସେମାନେ ବିଲ୍ ପ୍ରତ୍ୟାହାର କରୁ ନାହାନ୍ତି ବୋଲି ବେନିୱାଲ କହିଛନ୍ତି ।

Leave A Reply

Your email address will not be published.