ନୂଆଦିଲ୍ଲୀ: କରୋନା କବଳକୁ ପୁଣି ଥରେ ଆସିଲେଣି ରାଜନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ୱାରୀ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନୋଜ ତିଓ୍ୱାରୀ ।
ସେ ଲେଖିଛନ୍ତି, ଜାନୁଆରୀ ୨ ତାରିଖ ରାତିରୁ ଅସୁସ୍ଥତା ଅନୁଭବ କରିଥିଲେ । ସାମାନ୍ୟ ଜ୍ୱର ହୋଇଥିଲା । ଏଥିପାଇଁ ଉତ୍ତରାଖଣ୍ଡ-ରୁଦ୍ରପୁର ପ୍ରଚାରରେ ଯାଇ ପାରି ନଥିଲେ । କୋଭିଡ୍ ଟେଷ୍ଟିଂ ପରେ ରିପୋର୍ଟ ପଜିଟିଭ୍ ଆସିଛି ।
परसों (2 Jan) रात से ही अस्वस्थ महसूस कर रहा था।हल्का बुखार और ज़ुकाम होने के कारण कल उत्तराखंड – रूद्रपुर प्रचार में भी नहीं जा पाया था..टेस्ट में आज पॉज़िटिव आया हूँ..
सतर्कता बरतते हुए अपने आप को कल ही isolate कर लिया था.
कृपया अपना और अपने परिवार का ध्यान रखें ?— Manoj Tiwari ?? (@ManojTiwariMP) January 4, 2022


Comments are closed.