Latest Odisha News

BREAKING NEWS

ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ସୋନୱାଲ, ମୁରୁଗାନଙ୍କୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରାର୍ଥୀ ଘୋଷଣା କରିଛି । ଆସାମରୁ ସର୍ବାନନ୍ଦ ସୋନୱାଲ ଓ ମଧ୍ୟପ୍ରଦେଶରୁ ଏଲ.ମୁରୁଗାନଙ୍କୁ ପ୍ରାର୍ଥୀ ହେବେ । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା । ୬ ମାସ ମଧ୍ୟରେ ସେମାନଙ୍କୁ ସଂସଦକୁ ନିର୍ବାଚତ ହେବାକୁ ପଡିବ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମାନସ ରଞ୍ଜନ ଭୂୟାଁ, ଆସାମର ବିଶ୍ୱଜିତ ଦାଇମାରୀ, ମଧ୍ୟପ୍ରଦେଶର ଥାୱରଚାନ୍ଦ ଗେହେଲେଟ ଏବଂ ତାମିଲନାଡୁର କେପି ମୁଥୁସ୍ୱାମୀ ଓ ଆର.ବୈଥିଲିଙ୍ଗମ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ ମହାରାଷ୍ଟର ରାଜୀବ ସତାଭ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବାରୁ ଏହି ସିଟଗୁଡିକ ଖାଲି ପଡିଥିଲା ।

Leave A Reply

Your email address will not be published.